ETV Bharat / sports

ବିଶ୍ବକପ ପୂର୍ବରୁ ଶହୀଦଙ୍କୁ ଅଷ୍ଟ୍ରେଲିଆର ସାଲମ - ସହୀଦ

ବିଶ୍ବକପ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ତୁର୍କିର ଗାଲିପୋଲିରେ ବିଶ୍ବଯୁଦ୍ଧରେ ଶଦୀଦଙ୍କ ସ୍ମାରକୀ ସ୍ଥଳି ପରିଭ୍ରମଣ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 18, 2019, 1:04 AM IST

ହାଇଦ୍ରାବାଦ: ମେ 30ରୁ ଆରମ୍ଭ ହେବ କ୍ରିକେଟର ମହାଯୁଦ୍ଧ ଆଇସିସି କ୍ରିକେଟ ବିଶ୍ବକପ-2019 । ତେବେ ଏବେଠୁ ସବୁ ଦଳ ନିଜର ବିଶ୍ବକପ ଅଭିଯାନରେ ଲାଗି ପଡିଛନ୍ତି । 2015 ବିଶ୍ବକପ ଅଷ୍ଟ୍ରେଲିଆରେ ହୋଇଥିଲା ଓ ଅଷ୍ଟ୍ରେଲିଆ ବିଶ୍ବ ଚମ୍ପିଆନ ହୋଇଥିଲା।

2019 ବିଶ୍ବକପ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ତୁର୍କିର ଗାଲିପୋଲି ଯାତ୍ରା କରିଛନ୍ତି । ସେଠାରେ ବିଶ୍ବଯୁଦ୍ଧ ଶହୀଦଙ୍କ ସ୍ମାରକୀସ୍ଥଳିରେ ପହଞ୍ଚିଛନ୍ତି । ଅମର ଆତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପୂର୍ବକ ସମ୍ମାନ ଜଣାଇବା ସହ ଓ ଦେଶପ୍ରେମକୁ ମନେପକାଇଛନ୍ତି । ଏହି ସ୍ଥାନରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର 11 ହଜାର ଶହୀଦଙ୍କ ସ୍ମାରକି ରହିଛି । ଅଷ୍ଟ୍ରେଲିଆ ଓ ଗାଲିପୋଲି ମଧ୍ୟରେ ହୋଇଥିବା ଯୁଦ୍ଧରେ ଏହି ଯବାନ ମାନେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ।

ଅଷ୍ଟ୍ରେଲିଆ ଦଳ ବିଶ୍ବକପର ସବୁଠୁ ସଫଳ ଦଳ । ସର୍ବାଧିକ 5 ଥର କଙ୍ଗାରୁ ଦଳ ଚମ୍ପିଆନ ହୋଇ କରିସ୍ମା ଦେଖାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.