ETV Bharat / sports

ଟିକଟକ୍‌ରେ ବ୍ୟସ୍ତ ଚହଲ, ବାପାଙ୍କୁ କଲେ ପାର୍ଟନର

author img

By

Published : Mar 27, 2020, 9:52 AM IST

ଟିକ୍‌ଟକ୍‌ ଷ୍ଟାର ଭାବେ ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଜଣାଶୁଣା । ତେବେ ସବୁଠୁ ମଜାଦାର କଥା ହେଉଛି ପ୍ରଥମ ଥର ବାପାଙ୍କୁ ଟିକ୍‌ଟକ୍‌ ପାର୍ଟନର ସଜେଇଛନ୍ତି ଚହଲ । ଦେଖନ୍ତୁ ଭିଡିଓ...

Yuzvendra Chahal's TikTok Video
Yuzvendra Chahal's TikTok Video

ହାଇଦ୍ରାବାଦ: ଟିକ୍‌ଟକ୍‌ ଷ୍ଟାର ଭାବେ ଟିମ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ଜଣାଶୁଣା । ତେବେ ସବୁଠୁ ମଜାଦାର କଥା ହେଉଛି ପ୍ରଥମ ଥର ବାପାଙ୍କୁ ଟିକ୍‌ଟକ୍‌ ପାର୍ଟନର ସଜେଇଛନ୍ତି ଚହଲ । ଲକଡାଉନ ସମୟରେ ଘରେ ରହି ଟିକ୍‌ଟକ୍‌ରେ ବ୍ୟସ୍ତ ରହିଛନ୍ତି ଚହଲ ।

ଉଭୟ ଏକ ମଜାଳିଆ ଅନ୍ଦାଜରେ ଏକ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଖାଲି ଡ୍ୟାନ୍ସ ନୁହେଁ ଡାଇଲଗ ମଧ୍ୟ ରହିଛି । 15 ସେକେଣ୍ଡର ଏହି ଟିକ୍‌ଟକ୍‌ ଭିଡିଓକୁ ଚହଲ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହିତ ବାପାଙ୍କ ସହ ଏହା ପ୍ରଥମ ଟିକ୍‌ଟକ୍‌ ଭିଡିଓ ବୋଲି ଲେଖିଛନ୍ତି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ରହିବାକୁ ପରାମର୍ଶ ଦେଇଛନ୍ତି । ଦେଶବ୍ୟାପି 21 ଦିନ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.