ETV Bharat / sports

ଚହଲଙ୍କ ଟିକ୍‌ଟିକ୍‌ ଭିଡିଓ: ଟୋପିରେ ଥିବା ମିଷ୍ଟ୍ରୀ ବୟ କିଏ?

author img

By

Published : Feb 1, 2020, 5:31 PM IST

ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ଚହଲଙ୍କ ଟିକ୍‌ଟକ୍‌ ଡାନ୍ସ ଭିଡିଓ । ତାଙ୍କ ସହ ରହିଛନ୍ତି ସାଥୀ ଖେଳାଳି । ହେଲେ ଫୋକସ୍‌ରେ ଅଛନ୍ତି ଟୋପି ପିନ୍ଧିଥିବା ମିଷ୍ଟ୍ରୀ ବୟ । ଦେଖନ୍ତୁ ଭିଡିଓ...

tiktok-dancing-video
tiktok-dancing-video

ହାଇଦ୍ରାହାଦ: ଭାରତୀୟ ଟିମର ଲେଗ୍‌ ସ୍ପିନର ଯୁଜବେନ୍ଦ୍ର ଚହଲ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ସେ ତାଙ୍କର ସାଥୀ ଖେଳାଳିଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଥାଏ । ବିସିସିଆଇ ପ୍ଲାଟଫର୍ମରେ 'ଚହଲ ଚିଭି'କୁ ଫ୍ୟାନ୍ସ ବେଶ୍‌ ପ୍ରଶଂସା କରିଥାନ୍ତି । ଶନିବାର ଚହଲ ନିଜର ଟ୍ବିଟରରେ ସାଥି ଖେଳିଳାଙ୍କ ସହ ଡାନ୍ସ କରୁଥିବା ଟିକ୍‌ଟକ୍‌ ଭିଡିଓ ପୋଷ୍ଟ କରିଛନ୍ତି ।

ସେହି ଭିଡିଓରେ ଚହଲଙ୍କ ସହ ଶ୍ରେୟସ ଓ ଶୁଭମ ସ୍ପଷ୍ଟ ଭାବେ ଜଣାପଡୁଛନ୍ତି । ହେଲେ ଆଉ ଜଣେ ଖେଳାଳି ଟୋପି ପିନ୍ଧି ତଳକୁ ମୁଣ୍ଡ କରି ଡାନ୍ସ କରୁଛନ୍ତି । ଫ୍ୟାନ୍ସ ଦ୍ବନ୍ଦରେ ପଡିଛନ୍ତି ସେହି ଖେଳାଳି ଜଣଙ୍କ ରୋହିତ ଶର୍ମା ନା ଋଷଭ ପନ୍ତ ।

tiktok dancing video
ଫଟୋ ସୌଜନ୍ୟ:ଟ୍ବିଟର@yuzi_chahal

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.