ETV Bharat / sports

'ଟେଷ୍ଟ କ୍ରିକେଟ ନୁହେଁ, ଆଇପିଏଲ ଉପରେ ଯୁବଖେଳାଳିଙ୍କ ଫୋକସ'

ଯୁବ ଖେଳାଳିଙ୍କୁ ନେଇ ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କ ବଡ ବୟାନ । ଟିମର ଏକାଧିକ ଯୁବ ଖେଳାଳି, କ୍ରିକେଟର ଲମ୍ବା ଫର୍ମାଟ(ଟେଷ୍ଟ କ୍ରିକେଟ) ଖେଳିବାକୁ ଆଗ୍ରହୀ ନୁହଁନ୍ତି । ଯୁବ ଖେଳାଳି ଆଇପିଏଲ ଓ ସୀମିତ ଓଭର କ୍ରିକେଟ ଖେଳିବା ଉପରେ ଅଧିକ ଫୋକସ କରୁଥିବା, କହିଛନ୍ତି ବୁମରା ।

Youngsters don't want to play Test cricket, they focus more in IPL: Jasprit Bumrah
'ଟେଷ୍ଟ କ୍ରିକେଟ ନୁହେଁ, ଆଇପିଏଲ ଉପରେ ଯୁବଖେଳାଳିଙ୍କ ଫୋକସ'
author img

By

Published : Apr 27, 2020, 1:14 PM IST

ନୂଆଦିଲ୍ଲୀ: ଯୁବ ଖେଳାଳିଙ୍କୁ ନେଇ ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କ ବଡ ବୟାନ । ଟିମର ଏକାଧିକ ଯୁବ ଖେଳାଳି, କ୍ରିକେଟର ଲମ୍ବା ଫର୍ମାଟ(ଟେଷ୍ଟ କ୍ରିକେଟ) ଖେଳିବାକୁ ଆଗ୍ରହୀ ନୁହଁନ୍ତି । ଯୁବ ଖେଳାଳି ଆଇପିଏଲ ଓ ସୀମିତ ଓଭର କ୍ରିକେଟ ଖେଳିବା ଉପରେ ଅଧିକ ଫୋକସ କରୁଥିବା, କହିଛନ୍ତି ବୁମରା ।

ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ ଏହା କହିଛନ୍ତି ଜଶପ୍ରୀତ ବୁମରା । ବୁମରା କହିଛନ୍ତି "ଅନେକଙ୍କ ଧାରଣ ଆଇପିଏଲରେ ସଫଳତା ପରେ ଭାରତୀୟ ଦଳରେ ସ୍ଥାନ ମିଳିଛି । 2013ରେ ପ୍ରଥମ କରି ଆଇପିଏଲ ଖେଳିଲେ । ମାତ୍ର ଏହା ପୂର୍ବରୁ ବିଜୟ ହଜାରେ ଟ୍ରଫି ଓ ରଣଜୀ ଟ୍ରଫି ଖେଳିଛି । ରଣଜୀ ଟ୍ରଫିରୁ ହିଁ ଭାରତୀୟ କ୍ରିକେଟର ମୂଳଦୂଆ ପଡେ ।"

26 ବର୍ଷିୟ ବୁମରା 68ଟି ଟେଷ୍ଟରୁ 68ଟି ୱିକେଟ ହାସଲ କରିଛନ୍ତି । ବିଶ୍ବ କ୍ରିକେଟରେ ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ବୋଲର ହୋଇପାରିଛନ୍ତି । ଉଭୟ ଦିନିକିଆ ଓ ଟେଷ୍ଟ ଆଇସିସି ମାନ୍ୟତାରେ ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.