ETV Bharat / sports

ମହିଳା ଟି-20 ବିଶ୍ବକପ: ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ଆଇସିସି ମହିଳା ଟି-20 ବିଶ୍ବକପରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ଟି-20 ବିଶ୍ବକପରେ ଇଂଲଣ୍ଡକୁ ହରାଇଛି ଦକ୍ଷିଣ ଆଫ୍ରିକା ମହିଳା ଦଳ।

author img

By

Published : Feb 24, 2020, 3:41 AM IST

Women's T20 World Cup
ମହିଳା ଟି-20 ବିଶ୍ବକପ

ପର୍ଥ: ଆଇସିସି ମହିଳା ଟି-20 ବିଶ୍ବକପରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଥର ଟି-20 ବିଶ୍ବକପରେ ଇଂଲଣ୍ଡକୁ ହରାଇଛି ଦକ୍ଷିଣ ଆଫ୍ରିକା ମହିଳା ଦଳ।

Women's T20 World Cup
ଫଟୋ ସୌଜନ୍ୟ: twitter@T20WorldCup

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଇଂଲଣ୍ଡ ମାତ୍ର 123 ରନ କରିପାରିଥିଲା । ଦଳ ପକ୍ଷରୁ ନେଟଲେ ସ୍କଭର 41 ବଲରୁ 50 ରନର ଇଂନିଶ ଖେଳିଥିଲେ। ଓପନର ଏମି ଜୋନସ 23 ଓ ଫ୍ରାନ ୱିଲସନ 14 ରନ ସହାୟତାରେ ଇଂଲଣ୍ଡ 120 ରନ ପାର କରିଥିଲା।

Women's T20 World Cup
ଫଟୋ ସୌଜନ୍ୟ: twitter@T20WorldCup

ଏହାପରେ 124 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦକ୍ଷିଣ ଆଫ୍ରିକା ଟିମ୍‌ । କ୍ୟାପଟେନ ଡେନ ଭାନ ନେକର୍କଙ୍କ 46 ଓ ମାରିଜେନେ କାପ୍ସଙ୍କ 38 ରନ ସହାୟତାରେ ଦକ୍ଷିଣ ଆଫ୍ରିକା 6 ୱିକେଟରେ ବିଜୟ ହାସଲ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.