ETV Bharat / sports

ବିସିସିଆଇ ବାର୍ଷିକ ପାଉଣାକୁ ନେଇ ଏମିତି କହିଲେ ସ୍ମୃତି - ବିସିସିଆଇ ବାର୍ଷିକ ପାଉଣା ନ୍ୟୁଜ

ବିସିସିଆଇ ପକ୍ଷରୁ ମହିଳା କ୍ରିକେଟରଙ୍କୁ ମିଳୁଥିବା ବାର୍ଷିକ ପାଉଣାକୁ ନେଇ ସ୍ମୃତି ମାନ୍ଧାନାଙ୍କ ବଡ ବୟାନ । ପଢନ୍ତୁ ସଂପୂର୍ଣ୍ଣ ଖବର...

BCCI revenue Smriti Mandhana
ବିସିସିଆଇ ବାର୍ଷିକ ପାଉଣା
author img

By

Published : Jan 23, 2020, 4:09 PM IST

Updated : Jan 24, 2020, 2:51 AM IST

ହାଇଦ୍ରାବାଦ: ବିସିସିଆଇ ପକ୍ଷରୁ ମହିଳା କ୍ରିକେଟରଙ୍କୁ ମିଳୁଥିବା ବାର୍ଷିକ ପାଉଣାକୁ ନେଇ ସ୍ମୃତି ମାନ୍ଧାନାଙ୍କ ବଡ ବୟାନ । ନିକଟରେ ବିସିସିଆଇ ବାର୍ଷିକ କେନ୍ଦ୍ରିୟ ଚୁକ୍ତି ଘୋଷଣା ହୋଇଛି । ତେବେ ଶୀର୍ଷ ଗ୍ରେଡରେ ଥିବା ପୁରୁଷ ଓ ମହିଳା କ୍ରିକେଟରଙ୍କ ବାର୍ଷିକ ପାଉଣାରେ ମାତ୍ରାଧିକ ବ୍ୟବଧାନ ରହିଛି । ଏନେଇ ଗଣମାଧ୍ୟମ ପ୍ରତିନିଧି ଟିମ ଇଣ୍ଡିଆର ଏହି ଷ୍ଟାର ଓପନରଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ସ୍ମୃତି କହିଥିଲେ ବୋର୍ଡର ଅଧିକାଂଶ ଆୟ ପୁରୁଷ କ୍ରିକେଟ ମ୍ୟାଚରୁ ହେଉଛି ।

BCCI revenue: Smriti Mandhana
ଭାରତୀୟ ମହିଳା କ୍ରିକେଟ ଟିମ

ଫଳରେ ବୋର୍ଡ ପୁରୁଷ ଖେଳାଳିଙ୍କୁ ସେହି ଅନୁଯାୟୀ ପାଉଣା ପ୍ରଦାନ କରୁଛି । ମହିଳା କ୍ରିକେଟ ମ୍ୟାଚ ସେହି ତୁଳନାରେ ଆୟ କରିପାରୁନାହିଁ । ସେଥିପାଇଁ କୌଣସି ମହିଳା କ୍ରିକେଟର ପୁରୁଷ କ୍ରିକେଟରଙ୍କ ତୁଳନାରେ ଅଳ୍ପ ପାଉଣା ପାଇଁ ବୋର୍ଡକୁ ଜଣାଇବା ଉଚିତ ମଣିନାହାଁନ୍ତି । ମାତ୍ର ଯେଉଁଦିନ ପୁରୁଷ କ୍ରିକେଟ ମ୍ୟାଚ ଭଳି ମହିଳା କ୍ରିକେଟ ମ୍ୟାଚ ଅଧିକ ଆୟ କରିବ, ସେ ପ୍ରଥମ ଖେଳାଳି ଭାବେ ବୋର୍ଡକୁ ଜଣାଇବେ ।

BCCI revenue Smriti Mandhana
କୋହଲିଙ୍କ ସହ ଭାରତୀୟ ମହିଳା କ୍ରିକେଟର

ସେଥିପାଇଁ ପାଉଣା ଅପେକ୍ଷା ପ୍ରଦର୍ଶନ ଉପରେ ସମସ୍ତ ମହିଳା କ୍ରିକେଟର ବେଶୀ ଧ୍ୟାନ ଦେଉଛନ୍ତି । ତେବେ ବିସିସିଆଇର ଚୁକ୍ତି ଅନୁଯାୟୀ ଗ୍ରେଡ-ଏରେ ଥିବା ପୁରୁଷ ଖେଳାଳିଙ୍କୁ 7 କୋଟିର ଅର୍ଥ ରାଶି ମିଳୁଛି । ତେବେ ମହିଳା ଗ୍ରେଡ ଏର ଖେଳାଳିଙ୍କୁ ମାତ୍ର 50 ଲକ୍ଷ ଟଙ୍କା ବାର୍ଷିକ ମିଳୁଛି ।

ଗ୍ରେଡ ପୁରୁଷ ମହିଳା
A+ 7 କୋଟି
A 5 କୋଟି 50 ଲକ୍ଷ
B 3 କୋଟି 30 ଲକ୍ଷ
C 1 କୋଟି 10 ଲକ୍ଷ

ମହିଳା ଟି-20 ବିଶ୍ବକପ ଭାରତୀୟ ଦଳ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସ୍ମୃତି ମାନ୍ଧାନା । ବିଶ୍ବକପ ପୂର୍ବରୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିବ ଦଳ । ଏହି ଟୁର୍ଣ୍ଣାମେଣ୍ଟରୁ ବିଶ୍ବକପ ଦଳ ଚୟନ ହେବ । ତେବେ ଦଳର ପ୍ରାୟ 4ରୁ 5ଜଣ ଖେଳାଳିଙ୍କ ପାଖରେ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା ରହିଛି । ସେଥିପାଇଁ ବିଶ୍ବକପରେ ଦଳର ଭଲ ପ୍ରଦର୍ଶନ ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

Intro:Body:

Hyderabad: Star Indian woman cricketer Smriti Mandhana doesn't want to focus on pay cheque given by BCCI. She doesn't even want to think about the money her male counterparts receive from the board. The fact is that the female cricketers get much lower than Indian male cricketers. When asked about this discrimination Mandhana said that women cricketers should not complain because  "revenue which we get is through men's cricket". 

"We need to understand that the revenue which we get is through men's cricket. The day women's cricket starts getting revenue, I will be the first person to say that we need the same thing. But right now, we can't say that," she told reporters.

The male cricketers in the top bracket on BCCI central contracts list are entitled to an annual remuneration of Rs 7 crore, while a female cricketer in the highest category gets Rs 50 lakh for the same period.

"I don't think any of the teammates is thinking about this gap because the only focus right now is to win matches for India, get the crowd coming in, get the revenue. That is the thing which we are aiming for and if that happens all other things are going to fall in place," she said.

"And for that, we need to perform. It is unfair on our part to say that we need same pay, it is not right. So I don''t think I want to comment on that gap," she added.

India will play a tri-series before the World T20 begins in Australia and Mandhana feels that the tournament is important to finalise the team composition right for the big event next month.

"Most of them (the players) have played in Australia, so I think with India A touring Australia last month, that is also going to be a big help (as) four-five players were part of that team as well.

"But the tri-series is going to be a really important tournament, thinking about the team composition," Mandhana said.

Mandhana said the team has been planning for the World T20 in the last one year.

"...it is quite exciting. Looking forward to playing this World Cup with this team as it is new team with mixture of experienced and new players," she said.

Conclusion:
Last Updated : Jan 24, 2020, 2:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.