ETV Bharat / sports

WI vs IND ପ୍ରଥମ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Aug 22, 2019, 7:37 PM IST

ପ୍ରଥମେ ଟସ ଜିତି ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଜାଣନ୍ତୁ ଭାରତୀୟ ଟେଷ୍ଟ ଚୁଡାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ(twitter@BCCI)

ଆଣ୍ଟିଗୁଆ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଚେଷ୍ଟ ଖେଳାଯାଉଛି । ପ୍ରଥମେ ଟସ ଜିତି ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଜାଣନ୍ତୁ ଭାରତୀୟ ଟେଷ୍ଟ ଚୁଡାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଭାରତୀୟ ଚୁଡାନ୍ତ ଏକାଦଶ: ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ବର ପୁଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ(ୱିକେଟକିପର), ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜଶପ୍ରିତ ବୁମ୍‌ରା ।

ୱେଷ୍ଟଇଣ୍ଡିଜ ଚୁଡାନ୍ତ ଏକାଦଶ: କ୍ରେଗ ବ୍ରାଥୱେଟ, ଜନ କାମ୍ପବେଲ, ସାଇ ହୋପ(ୱିକେଟ କିପର), ସମରା ବ୍ରୁକସ, ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ରୋଷ୍ଟୋନ ଚେଜ, ଜାସନ ହୋଲ୍ଡର(କ୍ୟାପଟେନ), ମିଗ୍ୟୁଏଲ କମିନ୍ସ, ସାନନ ଗାବ୍ରିଏଲ, କେମାର ରୋଚ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.