ETV Bharat / sports

WI VS IND: ଫର୍ମକୁ ଫେରିବା ଆଶାରେ ଗବ୍ବର - ଆହତ ସମସ୍ୟା

ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧୱନଙ୍କ ବ୍ୟାଟ ଗତ 4ଟି ମ୍ୟାଚରେ ନୀରବ ରହିଛି । ଧୱନ ଯଥାକ୍ରମେ 1, 23, 3, 2 ରନ କରିଛନ୍ତି । ତେଣୁ 3ୟ ଦିନିକିଆରେ ଧାୱନଙ୍କ ପାଖରେ ସୁଯୋଗ ରହିଛି । ଟେଷ୍ଟ ଦଳରେ ଧୱନଙ୍କୁ  ସ୍ଥାନ ମିଳି ନଥିବାରୁ, ପୁରୁଣା ଅନ୍ଦାଜରେ ବଡ ସ୍କୋର କରି ଧୱନ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 14, 2019, 9:19 AM IST

ହାଇଦ୍ରାବାଦ: ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧୱନଙ୍କ ବ୍ୟାଟ ଗତ 4ଟି ମ୍ୟାଚରେ ନୀରବ ରହିଛି । ବିଶ୍ବକପରେ ଶତକ ହାସଲ କରି ଆହତ ହୋଇଥିଲେ ଧୱନ। ପରେ ବିଶ୍ବକପରୁ ବାଦ ପଡିଥିଲେ । ତେବେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଧାୱନ ଦଳକୁ ଫେରିଥିଲେ ।

ତେବେ ଟି-20 ସିରିଜର 3ଟି ମ୍ୟାଚରେ ଧୱନ ଯଥାକ୍ରମେ 1, 23, 3 ରନ କରିଥିଲେ । ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହେବାପରେ, 2ୟ ଦିନିକିଆରେ ମାତ୍ର 2 ରନ କରି ଆଉଟ ହୋଇଥିଲେ । ତେବେ ଧୱନ ଲଗାତାର ଏତେ ସଂଖ୍ୟକ ମ୍ୟାଚରେ କମ ସ୍କୋର କରିବା ଦେଖାୟାଇ ନାହିଁ । ତେଣୁ 3ୟ ଦିନିକିଆରେ ଧୱନଙ୍କ ପାଖରେ ସୁଯୋଗ ରହିଛି । ଆହତ ସମସ୍ୟାରୁ ଫେରିବା ପରେ ବଡ ସ୍କୋର ଲକ୍ଷ୍ୟରେ ରହିଛନ୍ତି ଟିମ ଇଣ୍ଡିଆର ଗବ୍ବର ।

ଟେଷ୍ଟ ଦଳରେ ଧୱନଙ୍କୁ ସ୍ଥାନ ମିଳି ନଥିବାରୁ ଏହା ଶେଷ ସୁଯୋଗ ମଧ୍ୟ କୁହାଯାଉଛି । ଏଥିସହିତ ନିଜ ପୁରୁଣା ଅନ୍ଦାଜରେ ବଡ ସ୍କୋର କରି ଫର୍ମକୁ ଧୱନ ଫେରିବେ ବୋଲି ଆଶା କରାଯାଉଛି । 1-0ରେ ଆଗୁଆ ଥିବା ଭାରତ ମଧ୍ୟ ସିରିଜ ବିଜୟ ପାଇଁ ଶେଷ ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ତେବେ କ୍ୟାପଟେନ କୋହଲି, ହିଟମ୍ୟାନ ରୋହିତ, ପନ୍ତ, ଆୟରଙ୍କ ଫର୍ମକୁ ଦେଖିଲେ ବିଜୟ କଷ୍ଟକପ ନୁହେଁ ବୋଲି ଚର୍ଚ୍ଚା ହେଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.