ETV Bharat / sports

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡରେ ଆର୍ଥିକ ସଙ୍କଟ, ଖେଳାଳିଙ୍କୁ ଜାନୁଆରୀରୁ ମିଳିନି ଦରମା

author img

By

Published : Apr 24, 2020, 8:48 AM IST

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ । ଚଳିତ ବର୍ଷ ଜାନୁଆରୀ ମାସରୁ କ୍ରିକେଟରଙ୍କୁ ଦରମା ମିଳିନଥିବା ଜଣାପଡିଛି । ଏହାକୁ ସ୍ବୀକାର କରିଛି କ୍ରିକେଟ ୱେଷ୍ଟଇଣ୍ଡିଜ(CWI) ।

West Indies cricketers not paid match fees since January this year
ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡରେ ଆର୍ଥିକ ସଙ୍କଟ, ଖେଳାଳିଙ୍କୁ ଜାନୁଆରୀରୁ ମିଳିନି ଦରମା

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ । ଚଳିତ ବର୍ଷ ଜାନୁଆରୀ ମାସରୁ କ୍ରିକେଟରଙ୍କୁ ଦରମା ମିଳିନଥିବା ଜଣାପଡିଛି । ଏହାକୁ ସ୍ବୀକାର କରିଛି କ୍ରିକେଟ ୱେଷ୍ଟଇଣ୍ଡିଜ(CWI) ।

ଦେଶର ଘରୋଇ କ୍ରିକେଟ ଖେଳାଳିଙ୍କୁ ମଧ୍ୟ 8ଟି ରାଉଣ୍ଡର ଦରମା ମିଳିପାରିନାହିଁ । ଏହା କହିଛନ୍ତି, ୱେଷ୍ଟଇଣ୍ଡିଜ ଖେଳାଳି ଆସୋସିଏସନ(WIPA) ସମ୍ପାଦକ ୱାନେ ଲିୱିସ । ପୁରୁଷ ଜାତୀୟ ଟିମ ଜାନୁଆରୀରେ ଖେଳାଯାଇଥିବା ଆୟରଲାଣ୍ଡ ବିପକ୍ଷ ସିରିଜ ଓ ଶ୍ରୀଲଙ୍କା ବିପକ୍ଷରେ ଫେବୃଆରୀ-ମାର୍ଚ୍ଚରେ ଖେଳାଯାଇଥିବା ସିରିଜର ଦରମା ମିଳିନାହିଁ ।

ମହିଳା ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କୁ ମଧ୍ୟ ଫେବୃଆରୀରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-20 ବିଶ୍ବକପର ଦରମା ମିଳିନାହିଁ । କ୍ରିକେଟ ୱେଷ୍ଟଇଣ୍ଡିଜରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ତେବେ ଖୁବ ଶ୍ରୀଘ୍ର ଖେଳାଳିଙ୍କ ଦରମା ପ୍ରଦାନ କରାଯିବ କହିଛନ୍ତି, ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଜନି ଗ୍ରେଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.