ETV Bharat / sports

ଶ୍ରୀଲଙ୍କା ଇଷ୍ଟର ଆଟାକକୁ ବର୍ଷ, ମନରୁ ଲିଭୁନି ବିଭୀଷିକା - Sangakara on Easter Sunday bombing

ଶ୍ରୀଲଙ୍କା ଚର୍ଚ୍ଚ ବିସ୍ପୋରଣକୁ ବର୍ଷେ ବିତିଛି । ଏ ନେଇ ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ମେଲବର୍ଣ୍ଣ କ୍ରିକେଟ କ୍ଳବର ସଭାପତି କୁମାର ସାଙ୍ଗାକାରା ଏକ ଆବେଗ ପୂର୍ଣ୍ଣ ଟ୍ବିଟ କରିଛନ୍ତି । ଏହି ଦିନକୁ କେବେବି ଶ୍ରୀଲଙ୍କାବାସୀ ଭୁଲିପାରିବେ ନାହିଁ ବୋଲି ଟ୍ବିଟରେ ଲେଖିଛନ୍ତି ସାଙ୍ଗାକାରା ।

We will not forget: former Srilanka cricketer Sangakara on last yesr's Easter Sunday bombing
ଶ୍ରୀଲଙ୍କା ଚର୍ଚ୍ଚ ବମ ବିସ୍ପୋରଣକୁ ବର୍ଷେ, ଭୁଲିପାରିବୁନି କହିଲେ ସାଙ୍ଗାକାରା
author img

By

Published : Apr 21, 2020, 7:56 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ଚର୍ଚ୍ଚ ବିସ୍ପୋରଣକୁ ବର୍ଷେ ବିତିଛି । ଏ ନେଇ ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ମେଲବର୍ଣ୍ଣ କ୍ରିକେଟ କ୍ଳବର ସଭାପତି କୁମାର ସାଙ୍ଗାକାରା ଏକ ଆବେଗ ପୂର୍ଣ୍ଣ ଟ୍ବିଟ କରିଛନ୍ତି । ଏହି ଦିନକୁ କଦାପି ଶ୍ରୀଲଙ୍କାବାସୀ ଭୁଲିପାରିବେ ନାହିଁ ବୋଲି ଟ୍ବିଟରେ ଲେଖିଛନ୍ତି ସାଙ୍ଗାକାରା ।

  • All Sri Lankans stand together shoulder to shoulder and heart to heart with all who are grieving loved ones lost. We will not forget and we share the pain. We all wait for questions to be answered fully. For closure.

    — Kumar Sangakkara (@KumarSanga2) April 21, 2020 " class="align-text-top noRightClick twitterSection" data=" ">

21 ଏପ୍ରିଲର ଦିନ ଇଷ୍ଟର ରବିବାର ଥିଲା । ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମର ଲୋକମାନେ ଇଷ୍ଟର ପାଳନ ପାଇଁ ଚର୍ଚ୍ଚରେ ଭିଡ ଜମାଇଥିଲେ । ତେବେ ଏକାଧିକ ଚର୍ଚ୍ଚରେ ବୋମା ବିସ୍ପୋରଣ ଖବର ଶ୍ରୀଲଙ୍କା ସହ ସାରା ବିଶ୍ବକୁ ସ୍ତବ୍ଦ କରିଥିଲା ।

ଅନେକ ସାଧାରଣ ଲୋକେ ତାଙ୍କ ପ୍ରିୟଜନଙ୍କୁ ଏହି ଅଭାବନୀୟ ବୋମା ବିସ୍ପୋରଣରେ ହରାଇଥିଲେ । ସାରା ଶ୍ରୀଲଙ୍କାରେ ଶୋକର କଳାବାଦଲ ଢାଙ୍କି ହୋଇଯାଥିଲା । ଏହି ଆତଙ୍କୀ ହମଲାରେ ଚାଲିଯାଇଥିଲା 258 ଲୋକଙ୍କର ଜୀବନ । ପ୍ରାୟ 500ରୁ ଅଧିକ ଲୋକ ଏଥିରେ ଗୁରୁତର ହୋଇଥିଲେ । ଏହାପରେ ଦ୍ବୀପଦେଶ ଶ୍ରୀଲଙ୍କାରେ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଜରୁରୀକାଳୀନ ସ୍ଥିତିରେ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.