ETV Bharat / sports

ଦ୍ବିତୀୟ ଦିନିକିଆ: ରାଜକୋଟରେ ଟିମ ଇଣ୍ଡିଆ, ଆସିଲେନି ପନ୍ତ

author img

By

Published : Jan 15, 2020, 11:27 PM IST

ଆସନ୍ତା ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର 2ୟ ମ୍ୟାଚ ରାଜକୋଟ ଖେଳାଯିବା । ମ୍ୟାଚର ଦୁଇ ଦିନ ପୂର୍ବରୁ ରାଜକୋଟରେ ପହଞ୍ଚି ସାରିଛନ୍ତି ଘୋରଇ ଦଳର ସମସ୍ତ ଖେଳାଳି, କୋଚ୍‌ ଓ ସପୋର୍ଟିଂ ଷ୍ଟାଫ୍ ।

watch-team-india-arrives-in-rajkot-for-second-odi-with-australia
ଦ୍ବିତୀୟ ଦିନିକିଆ: ରାଜକୋଟରେ ଟିମ ଇଣ୍ଡିଆ, ବାଦ ପଡିଲେ ପନ୍ତ

ରାଜକୋଟ: ଆସନ୍ତା ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର 2ୟ ମ୍ୟାଚ ଏଠାରେ ଖେଳାଯିବା । ତେବେ ମ୍ୟାଚର ଦୁଇ ଦିନ ପୂର୍ବରୁ ରାଜକୋଟରେ ପହଞ୍ଚି ସାରିଛନ୍ତି ଘୋରଇ ଦଳର ସମସ୍ତ ଖେଳାଳି, କୋଚ୍‌ ଓ ସପୋର୍ଟିଂ ଷ୍ଟାଫ୍ ।

ରାଜକୋଟରେ ଟିମ ଇଣ୍ଡିଆ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ଦଳର ଯୁବ ୱିକେଟ କିପର ଋଷଭ ପନ୍ତ ଆହାତ କାରଣରୁ ରାଜକୋଟ ଆସି ନାହାଁନ୍ତି । ଫଳରେ ଅନୁମାନ କରାଯାଉଛି କି, 2ୟ ଦିନିକିଆରୁ ସେ ବାଦ ପଡି ପାରନ୍ତି ।

ଉଲ୍ଲେଖଥାଉ କି, ପ୍ରଥମ ଦିନିକିଆ ମ୍ୟାଚରେ ପନ୍ତଙ୍କ ହେଲମେଟରେ ପ୍ୟାଟ କୁମିନ୍ସଙ୍କ ଦୃତ ଗତିରେ ଆସୁଥିବା ବଲ ବାଜିଥିଲା । ଫଳରେ ପନ୍ତ ଆହାତ ଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା । ଏମିତି କି ସେ ପରେ ପଡିଆକୁ ୱିକେଟକିପିଂ ପାଇଁ ମଧ୍ୟ ଆସିନଥିଲେ । ଅନ୍ୟପଟେ ପ୍ରଥମ ଦିନିକିଆ ମ୍ୟାଚରେ 10 ୱିକେଟରେ ପରାଜୟକୁ ଘରୋଇ ଦଳ 2ୟ ଦିନିକିଆରେ କଡା ଜବାବ ଦେବା ଲକ୍ଷ୍ୟରେ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.