ଗୌହାଟୀ: କିଛି ଦିନର ବିଶ୍ରାମ ପରେ ପୁଣି ପଡିଆକୁ ଫେରିବା ଟିମ ଇଣ୍ଡିଆ। ଶ୍ରୀଲଙ୍କା ବିପକ୍ଷରେ ଟି20 ସିରିଜର ପ୍ରଥମ ମ୍ୟାଚ ରବିବାର ଆସାମର ଗୌହାଟୀରେ ଖେଳାଯିବ । ସେଥିପାଇଁ ଟିମ ଇଣ୍ଡିଆ ଗୌହାଟୀରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟାରେ ଲସିଥ ମାଲିଙ୍ଗାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟିମ ଗୌହାଟୀ ପହଞ୍ଚିସାରିଛି।
ସନ୍ଧ୍ୟାରେ ଶ୍ରୀଲଙ୍କା ଟିମ ବାରସାପ୍ରା ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବ । ପରେ ଭାରତୀୟ ଟିମ ମଧ୍ୟ ଅଭ୍ୟାସ କରିବ । ଏନେଇ ଆସାମ କ୍ରିକେଟ ଆସୋସିଏନ(ACA)ର ଅଧିକାରୀ ସୂଚନା ଦେଇଛନ୍ତି । 39, 500 ଦର୍ଶକ କ୍ଷମତା ଥିବା ବାରସାପ୍ରା ଷ୍ଟାଡିୟମରେ ପ୍ରାୟ 27, 000 ଟିକେଟ ବିକ୍ରି ଶେଷ ହୋଇଛି କହିଛନ୍ତି ଏସିଏ ସମ୍ପାଦକ ଦେବଜିତ ସାଇକିଆ । ଡିସେମ୍ବରରେ ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ଗୌହାଟୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅନେକ ସ୍ଥାନରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଫ୍ୟୁ ମଧ୍ଯ ଜାରି ହେଇଥିଲା । ତେବେ ବର୍ତ୍ତମାନ ଗୌହାଟୀର ସ୍ଥିତି ଭାରତର ଅନ୍ୟସ୍ଥାନ ଭଳି ସଂପୂର୍ଣ୍ଣ ଶାନ୍ତ ଓ ସୁରକ୍ଷିତ କହିଛନ୍ତି ଏସିଏ ସମ୍ପାଦକ । ଖେଳାଳି ରହୁଥିବା ହୋଟେଲଠାରୁ ନେଇ ଷ୍ଟାଡିୟମ, ସବୁକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।
Team India arrives in Guwahati ପ୍ରଥମ ଟି20 ଜାନୁୟାରୀ 5 ରବିବାର ଖେଳାଯିବ । ସେହିପରି ସିରିଜର 2ୟ ଓ 3ୟ ମ୍ୟାଚ ଯଥାକ୍ରମେ ଇନ୍ଦୋର ଓ ପୁନେରେ 6 ଜାନୁୟାରୀ ଓ 10 ଜାନୁୟାରୀରେ ଖେଳାଯିବ । ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି ସିଲଭା 16 ଜଣିଆ ଟିମରେ ସ୍ଥାନ ପାଇଛନ୍ତି । ମାଥ୍ୟୁସ ଶେଷ ଥର ଅଗଷ୍ଟ 2018ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ମ୍ୟାଚ ଖେଳିଥିଲେ । ଅନ୍ୟପଟେ ଏହି ସିରିଜରୁ ଓପନର ରୋହିତ ଶର୍ମା ଓ ପେସ ବୋଲଲ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି । ଆହତ କାରଣକୁ ଦଳରୁ ବାହାରେ ରହିଥିବା ଷ୍ଟାର ପେସର ଜଶପ୍ରୀତ ବୁମରା ଓ ବାମହାତୀ ଓପନର ଶିଖର ଧାୱନ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
Intro:Body:
Team India , Guwahati , Sri Lanka
Guwahati: After enjoying a well-deserved break Team India on Thursday reached Guwahati for the three-match T20Is series against Sri Lanka amid tight security.
Earlier, Sri Lankan Team reached the city on the same day and their practice session was cancelled due to bad weather.
About 27,000 tickets of the 39,500-capacity Barasapra Stadium has already been sold out for the first match.
"Both the teams have optional training sessions, Sri Lanka followed by India in the evening," an official of the Assam Cricket Association (ACA) said.
Assam had witnessed widespread protests against the CAA in December, which affected Ranji and U-19 matches at the domestic level because of curfew.
"But the situation is absolutely normal now and tourism is back in the state. We are hosting Khelo India Games from January 10 and about seven thousand players will participate," ACA secretary Devajit Saikia told a news agency.
"It's now safe as any other place in the country. The state government is looking after the security arrangement and there's no issue at all."
"People were busy with the Christmas and New Year celebrations. We are expecting a last-minute ticket rush now," he said.
The second T20 will be played in Indore on January 7 while Pune will host the final match of the series on January 10.
The short series will mark the Twenty20 World Cup countdown for the two neighbouring countries.
Former skipper Angelo Mathews and Dhananjaya de Silva have been recalled to the 16-member Sri Lankan squad. Mathews last played a T20I against South Africa in August 2018.
For India, the series will mark the return of their pace spearhead Jasprit Bumrah who has recovered from lower back surgery, while opener Shikhar Dhawan will also make a comeback.
Opener Rohit Sharma and pacer Mohammed Shami have been rested for the three T20Is.
Conclusion: