ETV Bharat / sports

କାଶ୍ମୀରର ଦୋରୁ କ୍ରିକେଟ ଗ୍ରାଉଣ୍ଡ ଗସ୍ତରେ ସୁରେଶ ରାଇନା - SURESH RAINA LATEST NEWS

ଦୋରୁ 19 ବର୍ଷରୁ କମ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅବସରରେ ଦୋରୁ ଷ୍ଟାଡିୟମ ଗସ୍ତ କରିଛନ୍ତି ରାଇନା ।

Watch: Suresh Raina visits Cricket Ground Dooru in Kashmir
କାଶ୍ମୀରର ଦୋରୁ କ୍ରିକେଟ ଗ୍ରାଉଣ୍ଡ ଗସ୍ତରେ ସୁରେଶ ରାଇନା
author img

By

Published : Oct 8, 2020, 4:44 PM IST

ଅନନ୍ତନାଗ: ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯୁବକଙ୍କୁ କ୍ରୀଡା କ୍ଷେତ୍ରରେ ସମସ୍ତ ସୁଯୋଗ ପ୍ରଦାନ କରିବାକୁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ବୁଧବାର ଦୋରୁ କ୍ରିକେଟ ଗ୍ରାଉଣ୍ଡ ଭ୍ରମଣ କରିଛନ୍ତି ରାଇନା । ଦୋରୁ 19 ବର୍ଷରୁ କମ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅବସରରେ ଦୋରୁ ଷ୍ଟାଡିୟମ ଗସ୍ତ କରିଛନ୍ତି ରାଇନା ।

କାଶ୍ମୀରର ଦୋରୁ କ୍ରିକେଟ ଗ୍ରାଉଣ୍ଡ ଗସ୍ତରେ ସୁରେଶ ରାଇନା

ରାଇନାଙ୍କ ସହ ଅନନ୍ତନାଗ ଡିଡିସି କେ.କେ. ସିଧା, ଏସଏସପି ସନ୍ଦୀପ ଚୌଧୁରୀ, ଡିୱାଇଏସଏସଓ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏଥିସହିତ ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ, ସିଭିଲ ସୋସାଇଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।ଫାଇନାଲ ମ୍ୟାଚ 19ବର୍ଷରୁ କମ ପଞ୍ଜୁ ଓ ସଗମ ମଧ୍ୟରେ ଖେଳାଯାଇଥିଲା । ରାଇନା ସ୍ଥାନୀୟ ଯୁବକଙ୍କ ଅନେକ ବିଜୟୀ ମୂହୂର୍ତ୍ତ ସେୟାର କରିଥଲେ ।

ରାଇନା କାଶ୍ମୀରୀ ହୋଇଥିବାରୁ ମାଟିର ପୁଅ ବୋଲି କହିଥିଲେ ସ୍ଥାନୀୟ ଡିଡିସି । ଜମ୍ମୁ-କାଶ୍ମୀରରେ କ୍ରିକେଟ ସହ ଅନ୍ୟ କ୍ରୀଡା ପ୍ରତି ସ୍ଥାନୀୟ ଯୁବକଙ୍କୁ ଆକର୍ଷିତ କରିବାକୁ ରାଇନା କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.