ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦେଖିବାକୁ ମିଳିଛି ନିଆରା ଅନ୍ଦାଜରେ । କୋରୋନା ଭାଇରସ ଲକଡାଉନ ସମୟରେ ନିଜକୁ ରାଜପୁତ କଳକୌଶଳରେ ନିୟୋଜିତ କରିଛନ୍ତି ଜାଡେଜା ।
-
A “SWORD” MAY LOOSE IT’S SHINE,BUT WOULD NEVER DISOBEY IT’S MASTER #rajputboy pic.twitter.com/kKyKQ9vSWk
— Ravindrasinh jadeja (@imjadeja) April 12, 2020 " class="align-text-top noRightClick twitterSection" data="
">A “SWORD” MAY LOOSE IT’S SHINE,BUT WOULD NEVER DISOBEY IT’S MASTER #rajputboy pic.twitter.com/kKyKQ9vSWk
— Ravindrasinh jadeja (@imjadeja) April 12, 2020A “SWORD” MAY LOOSE IT’S SHINE,BUT WOULD NEVER DISOBEY IT’S MASTER #rajputboy pic.twitter.com/kKyKQ9vSWk
— Ravindrasinh jadeja (@imjadeja) April 12, 2020
ଏନେଇ ନିଜ ଟ୍ବିଟର ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଟିମ ଇଣ୍ଡିଆର ଏହି ଷ୍ଟାର ଅଲରାଉଣ୍ଡର । କ୍ରିକେଟ ମଇଦାନରେ ବ୍ୟାଟକୁ ଖଣ୍ଡା ଭାବରେ ଚାଳନା କରି ନିଆରା ଢଙ୍ଗରେ ନିଜର ଅର୍ଧଶତକ କିମ୍ବାା ଶତକକୁ ମନାନ୍ତି ଜାଡେଜା । ତେବେ ଲକଡାଉନରେ ଘରେ ଥିବାରୁ ଅସଲି ଖଣ୍ଡା ସହ ରାଜପୁତଙ୍କ ଖଣ୍ଡାଚାଳନା କଳାକୌଶଳ ଦେଖାଇଛନ୍ତି ଜାଡେଜା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ