ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ବ୍ୟାଟିଂ ଶୈଳୀକୁ ନକଲ କରିଛନ୍ତି ଆଫଗାନିସ୍ତାନ ସ୍ପିନର ରସିଦ ଖାନ । ବଲକୁ ୱିକେଟ କିପରଙ୍କ ପାଇଁ ଛାଡିବା ଶୈଳୀ ଓ ବ୍ୟାଟିଂ ସମୟରେ ପିଚରେ ସ୍ମିଥଙ୍କ ପରି ଛିଡା ହେବା ମଧ୍ୟ ରସିଦ ଦେଖାଇଛନ୍ତି ।
-
.@rashidkhan_19 doing his best @stevesmith49 impression on the Aussie's birthday today! 👌
— SunRisers Hyderabad (@SunRisers) June 2, 2020 " class="align-text-top noRightClick twitterSection" data="
Have a good one, Steve! 😊#OrangeArmy #SRH pic.twitter.com/OhWbILcmtB
">.@rashidkhan_19 doing his best @stevesmith49 impression on the Aussie's birthday today! 👌
— SunRisers Hyderabad (@SunRisers) June 2, 2020
Have a good one, Steve! 😊#OrangeArmy #SRH pic.twitter.com/OhWbILcmtB.@rashidkhan_19 doing his best @stevesmith49 impression on the Aussie's birthday today! 👌
— SunRisers Hyderabad (@SunRisers) June 2, 2020
Have a good one, Steve! 😊#OrangeArmy #SRH pic.twitter.com/OhWbILcmtB
ଏନେଇ ରସିଦ ଖାନଙ୍କ ଭିଡିଓ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ (SRH) ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି । ସ୍ମିଥଙ୍କ ଜନ୍ମଦିନ (ଜୁନ 2)ରେ ରସିଦ ଏପରି କରିଥିବା ଜଣାପଡିଛି ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗର 2020 ସଂସ୍କରଣ ପ୍ରଥମେ ଏପ୍ରିଲ 15 ପରେ, ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ