ETV Bharat / sports

କୁଲଦୀପ ନ ଖେଳିବା ନିଷ୍ପତ୍ତିରେ ପଶ୍ଚାତାପ ନାହିଁ: କୋହଲି

author img

By

Published : Feb 9, 2021, 8:21 PM IST

ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ଟେଷ୍ଟରୁ ଅଲରାଉଣ୍ଡର ଅକ୍ସର ପଟେଲ ବାଦ ପଡିବା ପରେ ଶାହାବଜ ନଦୀମ ଓ ରାହୁଲ ଚହରଙ୍କୁ ସ୍କ୍ବାଡରେ ସାମିଲ କରାଯାଇଥିଲା । ଅଧିକ ପଢନ୍ତୁ...

Watch | No regrets whatsoever: Kohli on not playing Kuldeep Yadav in first Test
କୁଲଦୀପ ନ ଖେଳିବା ନିଷ୍ପତ୍ତିରେ ପଶ୍ଚାତାପ ନାହିଁ: କୋହଲି

ଚେନ୍ନାଇ: କୁଲଦୀପ ଯାଦବ ଇଂଲଣ୍ଡ ବିପକ୍ଷ ପ୍ରଥମ ଚେଷ୍ଟରେ ଭାରତୀୟ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ଏହି ନିଷ୍ପତ୍ତିରେ କୌଣସି ପଶ୍ଚାତାପ ନାହିଁ ବୋଲି କହିଛନ୍ତି କ୍ୟାପଟେନ ବିରାଟ କୋହଲି ।

ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ଟେଷ୍ଟରୁ ଅଲରାଉଣ୍ଡର ଅକ୍ସର ପଟେଲ ବାଦ ପଡିବା ପରେ ଶାହାବାଜ ନଦୀମ ଓ ରାହୁଲ ଚହରଙ୍କୁ ସ୍କ୍ବାଡରେ ସାମିଲ କରାଯାଇଥିଲା ।

ନଦୀମଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ପରେ କୁଲଦୀପଙ୍କୁ ନ ଖେଳାଇବା ନିଷ୍ପତ୍ତିରେ ଅନେକ ଫ୍ୟାନ୍ସଙ୍କ ସମେତ କ୍ରିକେଟ ସମୀକ୍ଷକ ଚକିତ ହୋଇଥିଲେ ।

ତେବେ କୋହଲି କହିଛନ୍ତି, ବୋଲିଂ ବିଭାଗରେ ବିବିଧତା ବଢାଇବାକୁ ମ୍ୟାନେଜମେଣ୍ଟ କୁଲଦୀପଙ୍କ ବଦଳରେ ନଦୀମଙ୍କୁ ଚୟନ କରିଥିଲା । ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.