ETV Bharat / sports

ବିରେନ୍ଦ୍ର ସେହ୍ବାଗ@41: ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ବୀରୁ

author img

By

Published : Oct 20, 2019, 10:49 AM IST

ଆଜି(ରବିବାର) ବିରେନ୍ଦ୍ର ସେହ୍ବାଗଙ୍କର ଜନ୍ମଦିନ । ଜନ୍ମଦିନ ଅବସରରେ ତାଙ୍କୁ ଟ୍ବିଟରରେ ଶୁଭେଚ୍ଛାର ସୁଅ ଛୁଟୁଛି ।

ଫଟୋ ସୌଜନ୍ୟ: ଟ୍ବିଟର@virendersehwag

ନୂଆଦିଲ୍ଲୀ: ଆଜି(ରବିବାର) ବିରେନ୍ଦ୍ର ସେହ୍ବାଗଙ୍କର ଜନ୍ମଦିନ । କିକ୍ରେଟରେ ବିସ୍ଫୋରକ ଓପନର ଭାବେ ପରିଚିତ ଏହି ମହାନ ଖେଳାଳୀ ଆଜି 41 ବର୍ଷରେ ପାଦ ଥାପିଛନ୍ତି । ତେବେ ଜନ୍ମଦିନ ଅବସରରେ ତାଙ୍କୁ ଟ୍ବିଟରରେ ଶୁଭେଚ୍ଛାର ସୁଅ ଛୁଟୁଛି । ଏପରିକି ଟ୍ବିଟରରେ ହାସଟ୍ୟାଗ ହାପି ବାର୍ଥ ଡେ ସେହ୍ବାଗ ଓ ହାପି ବାର୍ଥ ଡେ ବୀରୁ ଟ୍ରେଣ୍ଡ କରୁଛି ।

virendra sehwag
ସୋସିଆଲ ମିଡିଆ

ତେବେ ତାଙ୍କ ଜନ୍ମ ଦିବସ ଅବସରରେ ଆସନ୍ତୁ ନଜର ପକାଇବା ତାଙ୍କର କ୍ରିକେଟ କ୍ୟାରିୟର ଉପରେ । 1999ରୁ ଭାରତୀୟ ଦଳରେ ସ୍ଥାନ ପାଇଥିବା ସେହ୍ବାଗ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ 2013 ମସିହାରେ ଖେଳିଛନ୍ତି । ଏହାରି ଭିତରେ ସେ 104ଟି ଟେଷ୍ଟ ମ୍ୟାଚ୍‌, 251ଟି ଓଡିଆଇ,19ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିଛନ୍ତି ।

ସେ 104ଟି ଟେଷ୍ଟ ମ୍ୟାଚ୍‌ ଖେଳି 8586 ରନ କରିଥିବାବେଳେ 251ଟି ଓଡିଆଇ ଖେଳି 8273 ଓ 19ଟି ଟି-ଟ୍ବେଣ୍ଟି ଖେଳି 394 ରନ କରିଛନ୍ତି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର 319ରନ ହୋଇଥିବାବେଳେ ଓଡିଆଇରେ 219 ଓ ଟି-ଟ୍ବେଣ୍ଟି 68 ରନ ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.