ETV Bharat / sports

ସନରାଇଜର୍ସ ହାଇଦ୍ରାବାଦକୁ କଟାକ୍ଷ କରି ଟ୍ରୋଲ ହେଲେ ସେହୱାଗ - sunrisers hyderabad latest news

ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହୱାଗଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କାରଣ ମୁମ୍ବାଇ ବନାମ ହାଇଦ୍ରାବାଦ ମ୍ୟାଚ ପୂର୍ବରୁ ସେହୱାଗଙ୍କ ବୟାନକୁ ନେଇ ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସନରାଇଜର୍ସ  ହାଇଦ୍ରାବାଦକୁ ସେହୱାଗଙ୍କ କଟାକ୍ଷ, ଏହାପରେ ଫ୍ୟାନ୍ସ କଲେ ଟ୍ରୋଲ

author img

By

Published : Oct 5, 2020, 1:37 PM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହୱାଗଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କାରଣ ମୁମ୍ବାଇ ବନାମ ହାଇଦ୍ରାବାଦ ମ୍ୟାଚ ପୂର୍ବରୁ ସେହୱାଗଙ୍କ ବୟାନକୁ ନେଇ ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବୀରୁ ସନରାଇଜର୍ସ ହାଇଦ୍ରାବାଦ ଟିମକୁ କଟାକ୍ଷ କରି କହିଥିଲେ, ମତେ ଲାଗୁଛି ହାଇଦ୍ରାବାଦ ଓ୍ବାକ ଓଭର ଦେବା କଥା । କାରଣ ବ୍ୟାଟିଂରେ ଦମ ନାହିଁ ସେମାନେ 200-250ରନ ସଂଗ୍ରହ କରି ପାରିବେ । ଆମେ ତ 150ରନ କରିବାରେ ସକ୍ଷମ ଓ ମୁମ୍ବାଇ ପ୍ରଥମେ ବ୍ୟାଟିଂ କଲେ 200 ଉପରେ ସ୍କୋର କରିବ ।

ଏପରି ବୟାନ ପରେ ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରି ସେହଓ୍ବାଗଙ୍କୁ ଟ୍ରୋଲ କରିଛନ୍ତି । ଅନେକ ଫ୍ୟାନ୍ସ ଏହି ବୟାନକୁ ଅପମାନଜନକ କହିଛନ୍ତି ଓ କେତେକ ଏହାକୁ ଚିପ୍‌ କମେଣ୍ଟ ବୋଲି କହିଛନ୍ତି ।

ଜଣେ ସୋସିଆଲ ମିଡିଆ ୟୁଜଲ ଲେଖିଛନ୍ତି, ସେହଓ୍ବାଗ ମୋର ପସନ୍ଦୀୟ ବ୍ୟାଟ୍ସମ୍ୟାନ ଥିଲେ କିନ୍ତୁ ଯେବେଠାରୁ ସେ କମେଣ୍ଟ୍ରୀ କରୁଛନ୍ତି ମୁଁ ତାଙ୍କୁ ଆଉ ପସନ୍ଦ କରୁ ନାହିଁ । ସେ ଜଣେ ଟିନ୍‌ଏଜର ଭଳି ବ୍ୟବହାର କରୁଛନ୍ତି ।

ଆଉ ଜଣେ ୟୁଜର ମଧ୍ୟ କହିଛନ୍ତି, ସେହଓ୍ବାଗ ଆଇପିଏଲରେ କିଛି ଉପଲବ୍ଧି ହାସଲ କରି ନାହାଁନ୍ତି । 2016ର ଚମ୍ପିଆନ ଉପରେ ପ୍ରଶ୍ନ ଉଠାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.