ETV Bharat / sports

ଦ୍ବିତୀୟ ଟି-20: ରୋହିତଙ୍କୁ ଅତିକ୍ରମ କଲେ କୋହଲି

author img

By

Published : Sep 18, 2019, 11:20 PM IST

ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଟି-20 କ୍ରିକେଟରେ ସର୍ବାଧିକ ରନ ହାସଲ କରିଛନ୍ତି କ୍ୟାପ୍ଟେନ କୋହଲି ।

ଡିଜାଇନ ଫଟୋ

ମୋହାଲି: ଘରୋଇ ସିଜିନ ଆରମ୍ଭରୁ କ୍ୟାପ୍ଟେନ ଓ ତାଙ୍କ ଡେପୁଟି ମଧ୍ୟରେ ଚାଲିଥିଲା ବ୍ୟକ୍ତିଗତ ରନ ସଙ୍ଘର୍ଷ । ଯେଉଁଥିରେ ସଫଳ ହୋଇଛନ୍ତି ଅଧିନାୟକ । ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଟି-20 କ୍ରିକେଟରେ ସର୍ବାଧିକ ରନ ହାସଲ କରିଛନ୍ତି କ୍ୟାପ୍ଟେନ କୋହଲି । ଏବେ ପ୍ରଥମ ସ୍ଥାନରେ ରହିଲେ କୋହଲି, 2ୟ ସ୍ଥାନରେ ରୋହିତ ।

ତେବେ ଆଜି ମ୍ୟାଚରେ କୋହିଲ 72ରନର ଅପରାଜେୟ ପାଳି ଖେଳିଛନ୍ତି । ତାଙ୍କର ଏହି ପାଳ ବଳରେ 7 ୱିକେଟରେ ସହଜ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ତେବେ ରୋହିତଙ୍କୁ ଅତିକ୍ରମ କରିବାକୁ କୋହଲିଙ୍କୁ 53ରନ ଆବଶ୍ୟକ ଥିଲା । ମାତ୍ର ରୋହିତ ଆଜି 12 ରନ କରି ଆଉଟ ହୋଇଯାଇଥିଲେ ।

ତେବେ କୋହଲି 71ଟି ଇଂନିସରୁ 2441ରନ କରିଥିବା ବେଳେ ରୋହିତ 97ଟି ଇଂନିସରୁ 2434ରନ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.