ETV Bharat / sports

କ୍ୟାପ୍ଟେନ କୁଲଙ୍କୁ ପଛରେ ପକାଇବେ କ୍ୟାପ୍ଟେନ କୋହଲି ! - କ୍ୟାପ୍ଟେନ କୋହଲି

ଯଦି ୱେଷ୍ଟଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହେଉଛି, ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିବେ କ୍ୟାପ୍ଟେନ କୋହଲି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 21, 2019, 12:06 AM IST

ହାଇଦ୍ରାବାଦ: ଆସନ୍ତା ଗୁରୁବାର (ଅଗଷ୍ଟ 22)ରେ କ୍ରିକେଟର ଲମ୍ବା ଫର୍ମାଟ ଟେଷ୍ଟ ଚମ୍ପିଆନସିପରେ ପାଦ ଥାପିବାକୁ ଯାଉଛି ବିରାଟ ବାହିନୀ । ଗୁରୁବାର ୱେଷ୍ଟଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ଦଳ । ତେବେ ଯଦି ଏହି ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହେଉଛି, ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିବେ କ୍ୟାପ୍ଟେନ କୋହଲି ।

ତେବେ କ୍ୟାପ୍ଟେନ କୁଲ 60ଟି ମ୍ୟାଚରେ ଅଧିନାୟକତ୍ବ କରି 27ଟି ମ୍ୟାଚ ବିଜୟୀ ହୋଇଛନ୍ତି । ସେହିପରି 46ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ 26ଟି ମ୍ୟାଚରେ ବିଜୟୀ କରାଇଛନ୍ତି କୋହଲି । ତେଣୁଯଦି ଏହି ମ୍ୟାଚକୁ କୋହଲି ଜିତି ନିଅନ୍ତି ତେବେ ସେ ଧୋନିଙ୍କ ରେକର୍ଡକୁ ବ୍ରେକ କରି ପାରିବେ ।

ଉଲ୍ଲେଖଥାଉ, 2014ରେ ଅଷ୍ଟ୍ରେଲିଆ ଗସ୍ତରେ ଧୋନିଙ୍କ ସନ୍ନ୍ୟାସ ନେବା ପରେ କୋହଲିଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ ଭାର ପ୍ରଦାନ କରାଯାଇଥିଲା । ତେବେ କୋହଲିଙ୍କ ନେତୃତ୍ବରେ ଭାରତ 2018ରେ ଅଷ୍ଟ୍ରେଲିଆ ଗସ୍ତ ଟେଷ୍ଟ ସିରିଜକୁ 3-1ରେ ଇତିହାସ ରଚିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.