ETV Bharat / sports

42 ବର୍ଷରେ 'ନଜବଗଡର ନବାବ', ସଚିନ ଜଣାଇଲେ ଶୁଭେଚ୍ଛା - Virat Kohli leads wishes

ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହୱାଗ ମଙ୍ଗଳବାର(ଅକ୍ଟୋବର 20)ରେ ପାଳନ କରୁଛନ୍ତି 42ତମ ଜନ୍ମଦିନ ।

Virat Kohli leads wishes as Virender Sehwag turns 42
42 ବର୍ଷରେ 'ନଜବଗଡର ନବାବ'
author img

By

Published : Oct 20, 2020, 4:33 PM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହୱାଗ ମଙ୍ଗଳବାର(ଅକ୍ଟୋବର 20) ପାଳନ କରୁଛନ୍ତି 42ତମ ଜନ୍ମଦିନ । ଏହି ସ୍ବତନ୍ତ୍ର ଦିନରେ କ୍ରୀଡା ଜଗତରୁ ଅନେକ ପ୍ରମୁଖ ବ୍ୟକ୍ତିତ୍ବ, ସେହ୍ବାଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Happy birthday viru bhai @virendersehwag ❤️🎂✅My big brother, always inspired me & guided through various paths of life. Wishing you nothing but the best always. Have an amazing day paji. pic.twitter.com/zti9JMybTz

    — Suresh Raina🇮🇳 (@ImRaina) October 20, 2020 " class="align-text-top noRightClick twitterSection" data=" ">
  • ▪️ 17,253 intl. runs 👌
    ▪️ Only Indian with two Test triple tons 💪
    ▪️ One of the 3 Indians to score an ODI double ton 👍
    ▪️ 2007 World T20 & 2011 World Cup-winner 🏆🏆

    Wishing @virendersehwag a very happy birthday. 🎂👏

    Let's relive his ODI double century vs West Indies 🎥👇

    — BCCI (@BCCI) October 20, 2020 " class="align-text-top noRightClick twitterSection" data=" ">
  • It's Virender Sehwag's birthday!

    The Indian opener was at his destructive best after some early luck on day one of the 2003 Boxing Day Test, clubbing 195 against Australia at the MCG. pic.twitter.com/ntx5PvUdgQ

    — cricket.com.au (@cricketcomau) October 20, 2020 " class="align-text-top noRightClick twitterSection" data=" ">

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ), ଓ ଅଗଣିତ ଭାରତୀୟ କ୍ରିକେଟର, ଫ୍ୟାନ୍ସ 'ନଜବଗଡର ନବାବ' ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ବିରେନ୍ଦ୍ର ସେହୱାଗଙ୍କ 2003 ବକ୍ସିଂ ଡେ ଟେଷ୍ଟରେ ସ୍ମରଣୀୟ ଇଂନିସର ଭିଡିଓ ଜାରି କରି ଶୁଭେଚ୍ଛା ଜଣାଇଛି ।

ପ୍ରଥମ ଓ ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେହ୍ବାଗଙ୍କ ନାମରେ ରହିଛି ଏକାଧିକ ଥର 300ରୁ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.