ETV Bharat / sports

କୋହଲିଙ୍କୁ ମଙ୍କଡିଂ ଡର

ଆଇପିଏଲରେ ଘାରିଛି ମଙ୍କଡିଂ ଡର । ପଞ୍ଜାବ ଅଧିନାୟକ ଅଶ୍ବୀନ ରାଜସ୍ଥାନ ରୟାଲ୍ସର ବଟଲରଙ୍କୁ ମଙ୍କଡ ଆଉଟ କରିବା ପରେ ଏବେ ଅନ୍ୟ ସମସ୍ତ ଖେଳାଳୀ ଭୟରେ ।

author img

By

Published : Apr 21, 2019, 2:47 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ଆଇପିଏଲରେ ଘାରିଛି ମଙ୍କଡିଂ ଡର । ପଞ୍ଜାବ ଅଧିନାୟକ ଅଶ୍ବୀନ ରାଜସ୍ଥାନ ରୟାଲ୍ସର ବଟଲରଙ୍କୁ ମଙ୍କଡ ଆଉଟ କରିବା ପରେ ଏବେ ଅନ୍ୟ ସମସ୍ତ ଖେଳାଳୀ ଭୟରେ । ସମସ୍ତେ ଭୟ କରୁଛନ୍ତି ଏହି ମଙ୍କଡିଂ ଆଉଟକୁ । ତେବେ ଏଥିରୁ ବର୍ତ୍ତି ନାହନ୍ତି ଆରସିବି କ୍ୟାପ୍ଟେନ କୋହଲି ।

ଏଠାରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଏହି ମଜାଳିଆ ଦୃଶ୍ୟ । ୮ମ ଓଭର ବୋଲିଂ କରୁଥିବା ସୁନୀଲ ନାରିନ ବଲ ନ ପକାଇ ହଠାତ ଠିଆ ହୋଇଗଲେ । ତେବେ କୋହଲିଙ୍କ ବ୍ୟାଟ୍‌ କ୍ରିଜ ଭିତରେ ଥିଲା। ହେଲେ ଆରସିବି ଅଧିନାୟକ ଆଣ୍ଠେଇ ତାଙ୍କ ବ୍ୟାଟ କ୍ରିଜ ଭିତରେ ଅଛି ବୋଲି ଫିଲ୍ଡ ଅମ୍ପାୟରଙ୍କୁ ଦେଖାଇଥିଲେ। ଏହି ଘଟଣାର ଭିଡିଓ ଆଇପିଏଲ ପକ୍ଷରୁ ଟ୍ବିଟରରେ ଶେୟାର କରାଯାଇଛି ।

Intro:Body:

chjujkiuklioloiu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.