ETV Bharat / sports

ପିଇବା ପାଣିରେ ଗାଡି ଧୋଇ ଜୋରିମାନା ଦେଲେ ବିରାଟ - DRINKING WATER

ଅଧିନାୟକ ବିରାଟ କୋହଲି ପିଇବା ପାଣିରେ ତାଙ୍କ କାର ଧୋଉଥିଲେ । ଏଥିପାଇଁ ଜୋରିମାନା ବାବଦକୁ 500 ଟଙ୍କା ଦେଇଛନ୍ତି ବିରାଟ ।

ଫାଇଲ ଫଟୋ
author img

By

Published : Jun 7, 2019, 8:39 PM IST

Updated : Jun 7, 2019, 11:20 PM IST

ନୂଆଦିଲ୍ଲୀ : ପିଇବା ପାଣି ନଷ୍ଟ କରିବା ନେଇ 500 ଟଙ୍କା ଜୋରିମାନା ଗଣିଲେ ଅଧିନାୟକ ବିରାଟ କୋହଲି । 2019 ବିଶ୍ବ କପରେ ସେ ଅଧିନାୟକତ୍ବ କରୁଥିବା ବେଳେ ଜୁନ 9 ତାରିଖରେ ଅଷ୍ଟ୍ରେଲିଆ ସହିତ ରହିଛି ଭାରତର ମ୍ୟାଚ। ହେଲେ ଏହି ବିଜି ସିଡ୍ୟୁଲ ଭିତରେ ସେ ପୁଣି ଆସିଛନ୍ତି ଚର୍ଚ୍ଚାରେ ।

କାରଣ ପିଇବା ପାଣିରେ ବିରାଟଙ୍କ ସହାୟକ ଧୋଉଥିଲେ ତାଙ୍କ କାର । ଆଉ ଗୁରୁଗ୍ରାମ ମ୍ୟୁନସିପାଲ କର୍ପୋରେସନ (ଜିଏମସି)ଖବର ପାଇ ତାଙ୍କ ଠାରୁ ଫାଇନ ବାବଦକୁ 500 ଟଙ୍କା ନେଇଛି। କାରଣ ଦିଲ୍ଲୀର ଗୋଟିଏ ପଟେ ପିଇବା ପାଣିର ଦେଖାଦେଇଛି ଘୋର ଅଭାବ ।

ଆଉ ଏପଟେ ପିଇବା ପାଣି ନଷ୍ଟ କରାଯାଇ ବିରାଟଙ୍କ ଦୁଇ ଦୁଇଟି SUV ଗାଡି ଧୋଇଛନ୍ତି ସହାୟକ । ଯେଉଁଠି ଗାଡି ଧୋଇବା ପାଇଁ ହଜାର ହଜାର ଲିଟର ପାଣି ଆବଶ୍ୟକ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ବିରାଟଙ୍କ ପଡୋଶୀ ।

Intro:Body:

rwey

Conclusion:
Last Updated : Jun 7, 2019, 11:20 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.