ETV Bharat / sports

ICC ଟେଷ୍ଟ ମାନ୍ୟତା: ସ୍ମିଥଙ୍କ ପଛରେ କୋହଲି, ଜାଣନ୍ତୁ କାହା ପଏଣ୍ଟ କେତେ ? - ବିରାଟ କୋହଲି ନ୍ୟୁଜ

ଆଇସିସି ଦ୍ବାରା ପ୍ରକାଶିତ ତାଜା ଟେଷ୍ଟ ମାନ୍ୟତା ଅନୁସାରେ ଷ୍ଟିଭ ସ୍ମିଥ 937 ପଏଣ୍ଟ ହାସଲ କରି ନମ୍ବର-1ରେ ରହିଥିବାବେଳେ କୋହଲି 936ପଏଣ୍ଟ ଅକ୍ତିଆର କରି ନମ୍ବର-2ରେ ରହିଛନ୍ତି । ତେବେ କୋହଲିଙ୍କୁ ମାତ୍ର 2 ପଏଣ୍ଟ ଆବଶ୍ୟକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ସ୍ଥାନ ଅଳଙ୍କୃତ କରିବାକୁ ।

virat kohli
author img

By

Published : Oct 14, 2019, 10:32 PM IST

ଦୁବାଇ: ସଦ୍ୟତମ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କୁ ବିରାଟ ଉପଲବ୍ଧି । ଏପଟେ ଭାରତ ଦଳ 115 ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏଥିସହ ବିରାଟ 37 ପଏଣ୍ଟ ହାସଲ କରି ଷ୍ଟିଭ ସ୍ମିଥଙ୍କ ଠାରୁ ମାତ୍ର ଏକ ପଏଣ୍ଟ ପଛରେ ରହିଛନ୍ତି । ବର୍ତ୍ତମାନ ଷ୍ଟିଭ ସ୍ମିଥଙ୍କ ପଏଣ୍ଟ 937 ଥିବାବେଳେ କୋହଲିଙ୍କ ପଏଣ୍ଟ 936 ରହିଛି । ତେବେ କୋହଲିଙ୍କୁ ମାତ୍ର 2 ପଏଣ୍ଟ ଆବଶ୍ୟକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ସ୍ଥାନ ଅଳଙ୍କୃତ କରିବାକୁ ।

virat kohli
ଫଟୋ ସୌଜନ୍ୟ:ସୋସିଆଲମିଡିଆ @ICC

ତେବେ ଏହି ନମ୍ବର-1ର ତାଜ୍‌ ହାସଲ କରିବାକୁ ଦ.ଆଫ୍ରିକା ବିପକ୍ଷ 3ୟ ଟେଷ୍ଟ ମ୍ୟାଚରେ କୋହଲିଙ୍କୁ ଦମ୍‌ଦାର ପ୍ରଦର୍ଶନ କରିବାକୁ ପଡିବ ।

ଆଜି ଆଇସିସି ଦ୍ବାରା ପ୍ରକାଶିତ ଟେଷ୍ଟ ମାନ୍ୟତାରେ ଷ୍ଟିଭ ସ୍ମିଥ 937 ପଏଣ୍ଟ ହାସଲ କରି ନମ୍ବର-1ରେ ରହିଥିବାବେଳେ କୋହଲି 936 ପଏଣ୍ଟ ଅକ୍ତିଆର କରି ନମ୍ବର-2ରେ ରହିଛନ୍ତି । ସେହିପରି ଭାରତ ପକ୍ଷରୁ ଚିତେଶ୍ବର ପୂଜାରୀ 817 ଅଙ୍କ ହାସଲ କରି 4ର୍ଥ ସ୍ଥାନରେ ରହିଛନ୍ତି । ନବମ ସ୍ଥାନରେ ଅଜୟଙ୍କ ରହାଣେ 721ଅଙ୍କ ସହ ରହିଛନ୍ତି ।

ବିଶାଖାପାଟନମ୍‌ ଟେଷ୍ଟ ମ୍ୟାଚରେ ଅଶ୍ବିନଙ୍କ ଦମଦାର ପ୍ରଦର୍ଶନ ଫଳରେ ବୋଲରମାନଙ୍କ ମଧ୍ୟରେ 10ମସ୍ଥାନରେ ରହିଥିଲେ । ଏହାପରେ ପୁଣେ ଟେଷ୍ଟରେ ନିଜର ବୋଲିଂ ଯାଦୁ ଫଳରେ ତାଜା ବୋଲର ମାନ୍ୟତାରେ 7ମ ସ୍ଥାନରେ ରହିଛନ୍ତି ଅଶ୍ବିନ । ଜସପ୍ରୀତ ବୁମରାହ ତାଲିକର 3ୟ ସ୍ଥାନରେ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.