ETV Bharat / sports

IND vs WI: ଆଜି କୋହଲି ଭାଙ୍ଗିବେ ମିୟାଂଦାଦଙ୍କ ରେକର୍ଡ !

author img

By

Published : Aug 8, 2019, 7:28 PM IST

ଆଜିର ମ୍ୟାଚରେ କୋହଲି ମାତ୍ର 19ରନ କରିବା ମାତ୍ରେ ଭାଙ୍ଗିବେ ମିୟାଂଦାଦଙ୍କ ରେକର୍ଡ । ଏହା ପରେ ହୋଇଯିବେ ଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲ କରିଥିବା ଖେଳାଳୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୁୟାନା: ଟି20 ସିରିଜକୁ 3-0ରେ କ୍ଳିନ ସୁଇପ କରିବାପରେ, ଟିମ ଇଣ୍ଡିଆ ଟାର୍ଗେଟରେ ଏବେ ଦିନିକିଆ ସିରିଜ ହାତେଇବା । ଆଜିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ଟିକିଆ ଦିନିକିଆ ସରିଜର ପ୍ରଥମ ମୁକାବିଲା । ତେବେ ଆଜିର ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହିଲ ରେକର୍ଡ ସୃଷ୍ଟି କରାପାରନ୍ତି ।

ତେବେ ଆଜିର ମ୍ୟାଚରେ କୋହଲି ମାତ୍ର 19ରନ କରିବା କ୍ଷଣି ଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲ କରିଥିବା ଖେଳାଳୀ ହୋଇଯିବେ । ବର୍ତ୍ତମାନ ଏହି ରେକର୍ଡ ପାକିସ୍ତାନର ଦିଗଜ୍ଜ ଖେଳାଳୀ ଜାଓ୍ବେଦ ମିୟାଂଦାଦଙ୍କ ନାଁରେ ରହିଛି ।

ଏହା ମଧ୍ୟ ପଢନ୍ତୁ:ଆଜି ଭାରତ-ୱେଷ୍ଟଇଣ୍ଡିଜ, ପ୍ରଥମ ଦିନିକିଆ

ମିୟାଂଦାଦ ଇଣ୍ଡିଜ ବିପକ୍ଷରେ 64 ଦନିକିଆ ମ୍ୟାଚ ଖେଳି 1930ରନ ହାସଲ କରିଛନ୍ତି । ତାଙ୍କ ପରେ 2ୟ ସ୍ଥାନରେ କୋହିଲଙ୍କ ନାଁ ରହିଛି । ବର୍ତ୍ତମାନ ସୁଦ୍ଧା କୋହଲି 33ଟି ଦିନିକିଆ ମ୍ୟାଚ ଇଣ୍ଡିଜ ବିପକ୍ଷରେ ଖେଳି 1912ରନ ହାସଲ କରିଛନ୍ତି । ତେବେ ଆଜିର ମ୍ୟାଚରେ 19ରନ ହାସଲ କରିବା ମାତ୍ରେ ହିଁ ମିୟାଂଦାଦଙ୍କ ରେକର୍ଡ ଭାଙ୍ଗି ଦେବେ କୋହଲି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.