ETV Bharat / sports

ଧୋନିଙ୍କୁ ଅବସର ନେବାରୁ ରୋକିଥିଲେ ବିରାଟ! - retirement

ଏକ ରିପୋର୍ଟ ମୁତାବକ, ବିରାଟ କୋହଲିଙ୍କ ଜଣେ ଘନିଷ୍ଠ ସୂଚନା ଦେଇଛନ୍ତି ଯେ, ଧୋନି ସନ୍ନ୍ୟାସ ନେବାକୁ ଚାହୁଁଥିଲେ । ମାତ୍ର ବିରାଟ ତାଙ୍କୁ ଅବସର ନନେବା ପାଇଁ ମନାଇଥିଲେ ।

ଡିଜାଇନ ଫଟୋ
author img

By

Published : Jul 24, 2019, 4:51 AM IST

ନୂଆଦିଲ୍ଲୀ: ବିଶ୍ବକପ ପରେ ଧୋନିଙ୍କ ଅବସରର ନେଇ ଚର୍ଚ୍ଚା । ଧୋନିଙ୍କ ଅବସର ନେବା ନେଇ ଗୋଟେ ପରେ ଗୋଟେ ଖବର ସାମ୍ନାକୁ ଆସୁଛି । ତେବେ ଆଉ ଏକ ରୋମାଞ୍ଚକର ଖବର ଏବେ ମିଡିଆରେ ଘୂରି ବୁଲୁଛି । ଯେ ଧୋନି ବିଶ୍ବକପରେ ତୁରନ୍ତ ଅବସର ଘୋଷଣା କରିବାକୁ ଚାହୁଁଥିଲେ । ମାତ୍ର ବିରାଟ ତାଙ୍କୁ ଅବସର ନନେବା ପାଇଁ ମନାଇଥିଲେ ।

ତେବେ ଏକ ରିପୋର୍ଟ ମୁତାବକ, ବିରାଟ କୋହଲିଙ୍କ ଜଣେ ଘନିଷ୍ଠ ସୂଚନା ଦେଇଛନ୍ତି ଯେ ଧୋନି ସନ୍ନ୍ୟାସ ନେବାକୁ ଚାହୁଁଥିଲେ । ମାତ୍ର ବିରାଟ ତାଙ୍କୁ ଅବସର ନନେବା ପାଇଁ ମନାଇଥିଲେ । ଏମିତି କି ଧୋନି ମଧ୍ୟ ସାଥୀ ଖେଳାଳିଙ୍କୁ ନିଜର ଅବସର ସୂଚନା ଦେଇସାରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସର ଖେଳାଳିମାନେ ଜାଣିଥିଲେ ଯେ, ବିଶ୍ବକପ ପରେ ଧୋନି କ୍ରିକେଟରୁ ଅବସର ନେବେ ।

ସୂଚନାଥାଉକି ବିରାଟ ଚାହାନ୍ତି, ଧୋନି ଋଷଭ ପନ୍ତଙ୍କୁ ଗାଇଡ୍‌ କରନ୍ତୁ ଓ ପନ୍ତଙ୍କ ଖେଳକୁ ଆହୁରୀ ଉନ୍ନତ ବନାନ୍ତୁ ।

ଏଥିସହ କୋହଲି କହିଛନ୍ତି , ଧୋନି ଟି-20ବିଶ୍ବକପରେ ବି ଖେଳିବେ । କାରଣ ଯଦି ପନ୍ତ ଆହତ ହୁଅନ୍ତି,ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ । ପନ୍ତଙ୍କ ବିକଳ୍ପ ଆଉ କିଏ ନାହାଁନ୍ତି । ଏଥିସହ ଧୋନିଙ୍କ ମାର୍ଗଦର୍ଶନ ଓ ଉପସ୍ଥିତି ଟିମ୍‌ ପାଇଁ ଅତ୍ୟନ୍ତ ଜରୁରୀ ।

Intro:Body:

5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.