ମୁମ୍ବାଇ: ଶନିବାର ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂ ସୂଚନା ଦେଇଛନ୍ତି ଯେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା କୋରୋନା ମହାମାରୀ ସମୟରେ ପୋଲିସ କଲ୍ୟାଣ ପାଇଁ ପ୍ରତ୍ୟେକଙ୍କୁ 5 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
‘‘ମୁମ୍ବାଇ ପୋଲିସ କର୍ମୀଙ୍କ କଲ୍ୟାଣ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ଦେଇଥିବାରୁ ଧନ୍ୟବାଦ ବିରାଟ କୋହଲି ଓ ଅନୁଷ୍କା ଶର୍ମା । କୋରୋନା ଯୁଦ୍ଧରେ ଆଗଧାଡିରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସୁରକ୍ଷାରେ ଆପଣଙ୍କ ଯୋଗଦାନ ସହାୟକ ହେବ । (Thank you, @imVkohli and @AnushkaSharma for contributing Rs. 5 lacs each towards the welfare of Mumbai Police personnel. Your contribution will safeguard those at the front line in the fight against Coronavirus. #MumbaiPoliceFoundation)’’ ବୋଲି ଟ୍ବିଟ କରି କହିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂ ।
-
Thank you, @imVkohli and @AnushkaSharma for contributing Rs. 5 lacs each towards the welfare of Mumbai Police personnel.
— CP Mumbai Police (@CPMumbaiPolice) May 9, 2020 " class="align-text-top noRightClick twitterSection" data="
Your contribution will safeguard those at the frontline in the fight against Coronavirus.#MumbaiPoliceFoundation
">Thank you, @imVkohli and @AnushkaSharma for contributing Rs. 5 lacs each towards the welfare of Mumbai Police personnel.
— CP Mumbai Police (@CPMumbaiPolice) May 9, 2020
Your contribution will safeguard those at the frontline in the fight against Coronavirus.#MumbaiPoliceFoundationThank you, @imVkohli and @AnushkaSharma for contributing Rs. 5 lacs each towards the welfare of Mumbai Police personnel.
— CP Mumbai Police (@CPMumbaiPolice) May 9, 2020
Your contribution will safeguard those at the frontline in the fight against Coronavirus.#MumbaiPoliceFoundation
ଏହାପୂର୍ବରୁ ମଧ୍ୟ କୋହଲି ଏବଂ ଅନୁଷ୍କା କୋରୋନା ମୁକାବିଲା ପାଇଁ ପିଏମ କେୟାର୍ସ ପାଣ୍ଠି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଜ୍ଞାତ ରାଶି ପ୍ରଦାନ କରିଥିଲେ ।
ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ କରୋନାଭାଇରସ ପଜିଟିଭ୍ ମାମଲା ରହିଛି।