ETV Bharat / sports

ବିଜୟ ହଜାରେ ଟ୍ରଫି: 3 ଖେଳାଳି କୋରୋନା ପଜିଟିଭ - ଘରୋଇ ଟୁର୍ଣ୍ଣାମେଣ୍ଟ

ବର୍ଷର 2ୟ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ବର୍ତ୍ତମାନ ଖେଳାଯାଉଛି । lତେବେ 3ଜଣ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ବିଜୟ ହଜାରେ ଟ୍ରଫି: 3 ଖେଳାଳି କୋରୋନା ପଜିଟିଭ

author img

By

Published : Feb 23, 2021, 1:45 PM IST

ହାଇଦ୍ରାବାଦ: ବର୍ତ୍ତମାନ ଭାରତରେ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବର୍ଷର 2ୟ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ବର୍ତ୍ତମାନ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟର ମୁକାବିଲା ବାୟୋ ବବଲରେ ଖେଳାଯାଉଥିବାବେଳେ ଖେଳାଳିଙ୍କ କ୍ରମାଗତ ଭାବେ କୋରୋନା ଯାଞ୍ଚ କରାଯାଉଛି । ଏହାପରେ ବି 3ଜଣ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ବିସିସିଆଇର ଅଧିକାରୀ ଜଣେ କହିଛନ୍ତି ଯେ, ବିହାର, ହିମାଚଳପ୍ରଦେଶ ଓ ମହାରାଷ୍ଟ୍ରର ଜଣେ ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଉକ୍ତ ଖେଳାଳିଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନାଥାଉକି, ମହାରାଷ୍ଟ୍ର ଓ ହିମାଚଳ ଦଳ ଜୟପୁରରରେ ରହିଥିବାବେଳେ ବିହାର ଦଳ ବେଙ୍ଗାଲୁରୁରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.