ETV Bharat / sports

ଦଣ୍ଡିତ ହୋଇପାରନ୍ତି ଅଶ୍ବିନ - ରବିଚନ୍ଦ୍ରନ ଅଶ୍ବିନ

ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବାବେଳେ ଅଶ୍ବିନ ବିସିସିଆଇ ଲୋଗୋ ଥିବା ହେଲମେଟ ପିନ୍ଧିଥିଲେ । ଘରୋଇ କ୍ରିକେଟରେ ବିସିସିଆଇ ଲୋଗୋ ଲାଗିଥିବା ହେଲମେଟ ବ୍ୟବହାର କରିବା ମନା ।

ବିସିସିଆଇ
author img

By

Published : Oct 26, 2019, 3:30 PM IST

ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ବିସିସିଆଇ ଲୋଗୋ ଲାଗିଥିବା ହେଲମେଟ ବ୍ୟବହାର କରିବାର ନିୟମ ନାହିଁ । ରବିଚନ୍ଦ୍ରନ ଅଶ୍ବିନ ଏହି ନିୟମ ମାନି ନାହାଁନ୍ତି । ଘରୋଇ କ୍ରିକେଟରେ ବିସିସିଆଇ ଲୋଗୋ ଲାଗିଥିବା ହେଲମେଟ ବ୍ୟବହାର କରିଥିବା ନଜରକୁ ଆସିଛନ୍ତି ।

ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ କର୍ଣ୍ଣାଟକ-ତାମିଲନାଡୁ ମଧ୍ୟରେ ଖେଳାଯାଇଛି । ତାମିଲନାଡୁ ଦଳ ପକ୍ଷରୁ ଅଶ୍ବିନ ମ୍ୟାଚ ଖେଳୁଥିଲେ। ତେବେ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବାବେଳେ ଅଶ୍ବିନ ବିସିସିଆଇ ଲୋଗୋ ଥିବା ହେଲମେଟ ପିନ୍ଧିଥିଲେ। ମ୍ୟାଚ ସମୟରେ ପିନ୍ଧି ନଥିଲେ। ତଥାପି ଆଶଙ୍କା ରହିଛି ଅଶ୍ବିନ ଅଭ୍ୟାସ ବେଳେ ହେଲମେଣ୍ଟ ପିନ୍ଧିଥିବା ଯୋଗୁଁ ଦଣ୍ଡିତ ହୋଇ ପାରନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.