ବେଙ୍ଗାଲୁରୁ:ବିଜୟ ହଜାରେ ଟ୍ରଫିରେ ଓଡିଶା ଆଜି 2ୟ ମ୍ୟାଚ ଖେଳୁଛି । ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରେଲଓ୍ବେ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ଓଡିଶା ଦଳ 49.3 ଓଭର ସୁଦ୍ଧା ସମସ୍ତ ଓ୍ବିକେଟ ହରାଇ 230ରନ୍ କରିଛି ।
-
End Innings: Odisha - 230/10 in 49.3 overs (Debabrata Pradhan 8 off 12, Rajesh Mohanty 1 off 1) #RLWvODI @paytm #VijayHazareTrophy
— BCCI Domestic (@BCCIdomestic) February 22, 2021 " class="align-text-top noRightClick twitterSection" data="
">End Innings: Odisha - 230/10 in 49.3 overs (Debabrata Pradhan 8 off 12, Rajesh Mohanty 1 off 1) #RLWvODI @paytm #VijayHazareTrophy
— BCCI Domestic (@BCCIdomestic) February 22, 2021End Innings: Odisha - 230/10 in 49.3 overs (Debabrata Pradhan 8 off 12, Rajesh Mohanty 1 off 1) #RLWvODI @paytm #VijayHazareTrophy
— BCCI Domestic (@BCCIdomestic) February 22, 2021
ଓଡିଶା ଦଳ ଆଜି ପ୍ରଥମ ବିଜୟଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି । ଦଳ ପକ୍ଷରୁ ସର୍ବାଧିକ 48ରନ୍ କରିଛନ୍ତି ଅଙ୍କିତ ଯାଦବ । ଗୌରବ 24, ସନ୍ଦୀପ 13, ଶାନ୍ତନୁ 36, ଶୁଭ୍ରାଂଶୁ 22, ଅଭିଷେକ 20, ରାଜେଶ ଧୁପର 36, ଦେବବ୍ରତ ପ୍ରଧାନ 8, ସୂର୍ଯ୍ୟକାନ୍ତ 7, ସୌରଭ 4 ଓ ରାଜେଶ ମହାନ୍ତି 1*ରନ୍ କରିଛନ୍ତି ।
ବିପକ୍ଷ ରେଲଓ୍ବେ ପକ୍ଷରୁ ପ୍ରଦୀପ ସର୍ବାଧିକ 3 ଓ୍ବିକେଟ ନେଇଥିବାବେଳେ ହିମାଂଶୁ ଓ ଶିଭମ 2ଟି, କରଣ ଓ ହର୍ଷ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।