ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ ସ୍ପିଡଷ୍ଟାର ଉମେଶ ଯାଦବଙ୍କ 10 ବର୍ଷ

author img

By

Published : May 28, 2020, 3:13 PM IST

ଅନ୍ତର୍ଜାତୀୟ କ୍ରିକେଟରେ 10 ବର୍ଷ ପୂରଣ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଉମେଶ ଯାଦବ ।

Umesh Yadav completes ten years in international cricket
ଅନ୍ତର୍ଜାତୀୟ କ୍ରିକେଟରେ ସ୍ପିଡଷ୍ଟାର ଉମେଶ ଯାଦବଙ୍କ 10 ବର୍ଷ

ନାଗପୁର: ଅନ୍ତର୍ଜାତୀୟ କ୍ରିକେଟରେ 10 ବର୍ଷ ପୂରଣ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଉମେଶ ଯାଦବ । ନିଜର ଦମଦାର ବୋଲି ଆକ୍ସନ ସହ ନିଜର ଭାରତୀୟ ବୋଲିଂ ବିଭାଗର ପ୍ରମୁଖ ବୋଲର ରହିଛନ୍ତି ତେବେ ଯାଦବ ।

ତେବେ 2000ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ନଜର ଆସିଥିବା ଉମେଶଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଗ୍ରାଫ ଏକାଧିକବାର ଉଚ୍ଚାନିଚ୍ଚା ରହିଛି । ପ୍ରଥମେ ଜାହିର ଖାନ ଓ ଇଶାନ୍ତ ଶର୍ମା ଓ ବର୍ତ୍ତମାନ ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କ ପାଇଁ ଦଳରେ ଏକାଧିକ ଥର ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ସବୁପରେ ବି 32 ବର୍ଷିୟ ଉମେଶ ଯାଦବ ଏବେବି ନିଦର ପ୍ରଭାବି ପ୍ରଦର୍ଶନ ଜାରି ରଖିଛନ୍ତି ।

ଏକମାତ୍ର ବିଦର୍ଭ କ୍ରିକେଟର ଭାବେ ବିଶ୍ବକପ, ଆଇପିଏଲ ଚମ୍ପିଆନସିପ ଓ ଚମ୍ପିଆନ୍ସ ଟ୍ରଫି ଖେଳିଛନ୍ତି ଉମେଶ ଯାଦବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.