ETV Bharat / sports

ICC U-19 ବିଶ୍ବକପ ଟିମ୍‌ରେ ଯଶ୍ବସୀ,ରବି ଓ କାର୍ତ୍ତିକ - ଅଣ୍ଡର-19 ବିଶ୍ବକପ ଟିମ ଅଫ୍‌ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି

ଅଣ୍ଡର-19 ବିଶ୍ବକପ ଟିମ ଅଫ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଖେଳାଳି ସାମିଲ। ଓପନର ଯଶସ୍ବୀ ଜୟସ୍ବାଲ,ଲେଗ୍‌ ସ୍ପିନର ରବି ବିଶ୍ନୋଇ ଓ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ଅଛନ୍ତି ।

icc-announces-team-of-the-tournament
icc-announces-team-of-the-tournament
author img

By

Published : Feb 11, 2020, 12:00 AM IST

ଦୁବାଇ: ଆଇସିସି ଅଣ୍ଡର-19 ବିଶ୍ବକପ ଟିମ୍‌ରେ 3ଭାରତୀୟ ଖେଳାଳି । ରବିବାର ଦିନ ଭାରତକୁ ପରାସ୍ତ କରି ଅଣ୍ଡର-19 ବିଶ୍ବକପ ହାତେଇଛି ଟିମ ବାଂଲାଦେଶ । ହେଲେ ଭାରତର 3 ଖେଳାଳିଙ୍କ ପ୍ରଦର୍ଶନ ବେଶ୍‌ ସାନଦାର୍‌ ରହିଥିଲା । ଆଇସିସି ସେମାନଙ୍କୁ ଅଣ୍ଡର-19 ବିଶ୍ବକପ ଟିମ ଅଫ୍‌ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି ।

ଓପନର ଯଶସ୍ବୀ ଜୟସ୍ବାଲ,ଲେଗ୍‌ ସ୍ପିନର ରବି ବିଶ୍ନୋଇ ଓ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ରହିଛନ୍ତି । ଯଶସ୍ବୀଙ୍କୁ ପ୍ଲାୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଛି । ସେହିପରି ସ୍ପିନର ରବି ବିଶ୍ନୋଇ ଟୁର୍ଣ୍ଣାମେଣ୍ଟର 6ଟି ମ୍ୟାଚରେ ସର୍ବାଧିକ 17 ଓ୍ବିକେଟ ହାସଲ କରିଛନ୍ତି । ସେହପରି ତ୍ୟାଗୀ ବିଶ୍ବକପ୍‌ରେ 11ଟି ଓ୍ବିକେଟ ନିଜ ନାଁରେ କରିଛନ୍ତି ।

world cup
ପ୍ଲାୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ

ଟିମ ଅଫ୍‌ ଟୁର୍ଣ୍ଣାମେଣ୍ଟ: ଯଶସ୍ବୀ ଜୟସ୍ବାଲ(ଭାରତ), ଇବ୍ରାହିମ ଜାଦରନ୍‌(ଆଫଗାନିସ୍ତାନ), ରବିନ୍ଦୁ ରସନାଥା (ଶ୍ରୀଲଙ୍କା), ମହମୁଦିଲ ହସନ ଜୟ(ବାଂଲାଦେଶ),ଶହାଦତ ହୁସେନ(ବାଂଲାଦେଶ), ନଇମ ୟୋଙ୍ଗ(ଓ୍ବଷ୍ଟେଇଣ୍ଡିଜ), ଅକବର ଅଲ୍ଲୀ (ବାଂଲାଦେଶ), ଶଫିକଉଲ୍ଲାହ ଗଫାରୀ(ଅଫଗାନିସ୍ତାନ), ରବି ବିଶ୍ନୋଇ(ଭାରତ),କାର୍ତ୍ତିକ ତ୍ୟାଗୀ(ଭାରତ), ଜାଡେନ ସିଲ୍ସ(ଓ୍ବେଷ୍ଟଇଣ୍ଡିଜ), ଅକିଲ କୁମାର(କନାଡା,12ତମ ଖେଳାଳି)

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.