ETV Bharat / sports

U-19 ବିଶ୍ବକପ: ପ୍ରଥମ ୱିକେଟ ହରାଇଲା ପାକିସ୍ତାନ

author img

By

Published : Feb 4, 2020, 1:03 PM IST

Updated : Feb 4, 2020, 1:59 PM IST

U-19 WC 2020
U-19 ବିଶ୍ବକପ

12:13 February 04

ୱିକେଟ ହରାଇଲା ପାକିସ୍ତାନ

ପୋଟଚେଷ୍ଟ୍ରମ: 19 ବର୍ଷରୁ କମ ବିଶ୍ବକପ ସେମିଫାଇନାଲରେ ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ଖେଳାଯାଉଛି । ପାକିସ୍ତାନ ପ୍ରଥମେ ଟସ ଜିତି ବ୍ୟାଟିଂ କରୁଛି । ତେବେ ମାତ୍ର 9 ରନରେ ପାକିସ୍ତାନ ପ୍ରଥମ ୱିକେଟ ହରାଇଛି । ସୁଶାନ୍ତ ମିଶ୍ର ଇନଫର୍ମ ମହମ୍ମଦ ହୁରାଇରାଙ୍କୁ ଆଉଟ କରି ପ୍ୟାଭିଲିୟନ ଫେରାଇଛନ୍ତି ।

ଭାରତୀୟ  ଚୂଡାନ୍ତ ଏକାଦଶ: ପ୍ରିୟମ ଗର୍ଗ(କ୍ୟାପଟେନ), ଧ୍ରୁବ ଜୁରେଲ(ୱିକେଟ କିପର), ଜଶସ୍ବୀ ଜୟଶ୍ବାଲ, ଦିବ୍ୟାଂଶ ସାକ୍ସେନା, ତିଳିବ ବର୍ମା, ଶିଧେଶ ବୀର, ଅଥର୍ବ ଆଙ୍କୋଲେକର, ରବି ବିଷ୍ଣୋଇ, ସୁଶାନ୍ତ ମିଶ୍ର, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂହ ।

ପାକିସ୍ତାନ ଚୂଡାନ୍ତ ଏକାଦଶ: ରୋହେଲ ନାଜିର(କ୍ୟାପଟେନ/ୱିକେଟ କିପର), ହାଇଦର ଅଲ୍ଲୀ, ମହମ୍ମଦ ହୁରାଇର, ଫହାଦ ମୁନିର, କ୍ବାସିମ ଆକ୍ରମ, ମହମ୍ମଦ ହାରିସ, ଇରଫାନ ଖାନ, ଆବାସ ଆଫ୍ରିଦି, ତାହିର ହୁସେନ, ଅମିର ଅଲ୍ଲୀ, ମହମ୍ମଦ ଅମିର ଖାନ ।

Intro:Body:

BREAKING

Conclusion:
Last Updated : Feb 4, 2020, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.