ETV Bharat / sports

ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ ଲଢେଇ: ଟସ୍‌ ଜିତି ସୁପରନୋଭାସର ବୋଲିଂ ନିଷ୍ପତ୍ତି

author img

By

Published : Nov 9, 2020, 7:28 PM IST

ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଫାଇନାଲ ମୁକାବିଲାର ବାଜିଲା ବିଗୁଲ । ଟସ୍‌ ଜିତି ସୁପରନୋଭାସ ବୋଲିଂ ନିଷ୍ପତ୍ତି ନେଇଛି ।

ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ ଲଢେଇ: ଟସ୍‌ ଜିତି ସୁପରନୋଭାସର ବୋଲିଂ ନିଷ୍ପତ୍ତି
ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ ଲଢେଇ: ଟସ୍‌ ଜିତି ସୁପରନୋଭାସର ବୋଲିଂ ନିଷ୍ପତ୍ତି

ଶାରଜା: ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଫାଇନାଲ ମୁକାବିଲାର ବାଜିଲା ବିଗୁଲ । ଟସ୍‌ ଜିତି ସୁପରନୋଭାସ ବୋଲିଂ ନିଷ୍ପତ୍ତି ନେଇଛି ।

ହରମନପ୍ରିତ କୌରଙ୍କ ସୁପରନୋଭାସ ଓ ସ୍ମୃତି ମାନ୍ଧାନାଙ୍କ ଟ୍ରେଲବ୍ଳେଜର୍ସ ମଧ୍ୟରେ ହେବ ଟ୍ରଫି ଟକ୍କର । କ୍ରମାଗତ 3ୟ ଥର ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ନିଜ ନାମରେ କରିବା ଲକ୍ଷ୍ୟରେ ରହିଛି ସୁପରନୋଭାସ । ସୁପରନୋଭାସ ଦଳରେ ପ୍ରିୟା ପୁନିଆଙ୍କ ସ୍ଥାନରେ ପୂଜା ବସ୍ତ୍ରକର ଟିମ୍‌ରେ ସାମିଲ ହୋଇଛନ୍ତି ।

ସେହିପରି ସ୍ମୃତି ମାନ୍ଧାନାଙ୍କ ଟ୍ରେଲବ୍ଳେଜର୍ସ ଦଳରେ ଡି. ହେମଲତାଙ୍କ ସ୍ଥାନରେ ନୁଜାତ ପରୱିନ ସାମିଲ ହୋଇଛନ୍ତି ।

ସୁପରନୋଭାସ ଏକାଦଶ : ହରମନପ୍ରିତ କୌର(କ୍ୟାପଟେନ), ଜେମିମା ରୋଡ୍ରିଗ୍ୟୁସ, ଚମାରି ଆଟାପଟ୍ଟୁ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ(ୱିକେଟକିପର),ଶଶିକଳା ଶିରିୱାର୍ଦନେ,ପୂଜା ବସ୍ତ୍ରକର, ଶକିରା ସଲମନ, ପୁନମ ଯାଦବ, ଆୟାବୋଙ୍ଗା ଖାକା

ଟ୍ରେଲବ୍ଳେଜର୍ସ ଏକାଦଶ: ସ୍ମୃତି ମାନ୍ଧାନା(କ୍ୟାପଟେନ), ରିଚା ଘୋଷ, ଦିନ୍ଦ୍ରା ଦତିନ, ନୁଜାତ ପରୱିନ, ଦିପ୍ତୀ ଶର୍ମା, ହର୍ଲିନ ଦେଓଲ, ସୋଫି ଏଲକେଷ୍ଟୋନ, ନାଥକନ ଚାନ୍ଥମ,ସଲମା ଖାତୁନ, ରାଜେଶ୍ବରୀ ଗାଏକ୍ବାଡ, ଝୁଲଣ ଗୋସ୍ବାମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.