ETV Bharat / sports

କ୍ରିକେଟ ପ୍ରଶାସକ କମିଟି କାର୍ଯ୍ୟକାଳ ଶେଷ: ସୁପ୍ରିମ କୋର୍ଟ - କ୍ରିକେଟ ପ୍ରଶାସକ କମିଟି

ବିସିସିଆଇ ନିର୍ବାଚନ ପରେ କ୍ରିକେଟ ପ୍ରଶାସକ କମିଟିର କାର୍ଯ୍ୟକାଳ ଶେଷ ହେବ । ସୁପ୍ରିମ କୋର୍ଟ ବିଚାରପତି ଏସ ଏ ବୋବଡେଙ୍କ ନେତୃତ୍ବରେ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଡିଜାଇନ ଫଟୋ
author img

By

Published : Oct 22, 2019, 9:13 PM IST

ନୂଆଦିଲ୍ଲୀ: ବିସିସିଆଇ ନିର୍ବାଚନ ପରେ କ୍ରିକେଟ ପ୍ରଶାସକ କମିଟିର କାର୍ଯ୍ୟକାଳ ଶେଷ ହେବ । ସୁପ୍ରିମ କୋର୍ଟର ବିଚାରପତି ଏସ ଏ ବୋବଡେଙ୍କ ନେତୃତ୍ବରେ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ବିସିସିଆଇର ନବନିର୍ବାଚିତ ଅଧିକାରୀଙ୍କ ଗଠନ ପରେ କ୍ରିକେଟ ପ୍ରଶାସନିକ କମିଟିର କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି ।

ସେହିପରି ବିସିସିଆଇ ସମ୍ପାଦକ ପଦ ପାଇଁ ଗୁଜୁରାଟ କ୍ରିକେଟ ଆସୋସିଏସନର ସଭାପତି ଜୟ ଶାହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉପସଭାପତି ପଦ ପାଇଁ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନର ମହିମ ବର୍ମା ଓ ସହ ଯୁଗ୍ମ ସମ୍ପାଦକ ପଦ ପାଇଁ କେରଳ କ୍ରିକେଟ ଆସୋସିଏସନର ଜୟେସ ଜର୍ଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ହିମାଚଳ କ୍ରିକେଟ ଆସୋସିଏସନର ଅରୁଣ ଧୁମଲ ବିସିସିଆଆଇ କୋଷାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଛତିଶଗଡ କ୍ରିକେଟ ଆସୋସିଏସନର ପ୍ରଭତେଜ ସିଂ ଭାଟିଆ କାଉନସେଲର ଓ କର୍ଣ୍ଣାଟକ କ୍ରିକେଟ କ୍ରିକେଟ ଆସୋସିଏସନର ବ୍ରିଜେଶ ପଟେଲ ଓ ମିଜୋରାମ କ୍ରିକେଟ ଆସୋସିଏସନର ଏମ ଖାଇରୁଲ ଜାମାଲ ମଜୁମଦାର ଗର୍ଭର୍ଣ୍ଣିଙ୍ଗ କାଉନସିଲ ସଦସ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.