ନୂଆଦିଲ୍ଲୀ: ଆଇସିସି କ୍ରିକେଟ ହଲ ଅଫ ଫେମରେ ସାମିଲ ହେବା ପରେ, ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ, ପାକିସ୍ତାନର ଜାହିର ଆବାସ ଓ ଅଷ୍ଟ୍ରେଲିଆର ଲିସା ସ୍ଥଲେକରଙ୍କୁ ଟ୍ବିଟ ଯୋଗେଁ ସଚିନ ତେନ୍ଦୁଲକର ଶୁଭେଚ୍ଛା ଜଣାଇଛନ୍ତି ।
ପୂର୍ବରୁ କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ଅନ୍ତର୍ତାଜୀୟ କ୍ରିକେଟ ପରିଷଦ(ଆଇସିସି) 3 ଖେଳାଳିଙ୍କୁ ଆଇସିସି କ୍ରିକେଟ ହଲ ଅଫ ଫେମରେ ସାମିଲ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଥିଲା । କମେଣ୍ଟଟର ଆଲାନ ୱିଲକିନସ ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।
-
Congratulations to @sthalekar93, Zaheer Abbas & @jacqueskallis75 on being inducted into the #ICCHallofFame.
— Sachin Tendulkar (@sachin_rt) August 23, 2020 " class="align-text-top noRightClick twitterSection" data="
Sport can unite the world beyond boundaries and each of you have done your bit & more by being wonderful ambassadors of our beautiful game. https://t.co/IlHF5Qqd3X
">Congratulations to @sthalekar93, Zaheer Abbas & @jacqueskallis75 on being inducted into the #ICCHallofFame.
— Sachin Tendulkar (@sachin_rt) August 23, 2020
Sport can unite the world beyond boundaries and each of you have done your bit & more by being wonderful ambassadors of our beautiful game. https://t.co/IlHF5Qqd3XCongratulations to @sthalekar93, Zaheer Abbas & @jacqueskallis75 on being inducted into the #ICCHallofFame.
— Sachin Tendulkar (@sachin_rt) August 23, 2020
Sport can unite the world beyond boundaries and each of you have done your bit & more by being wonderful ambassadors of our beautiful game. https://t.co/IlHF5Qqd3X
ଆଇସିସିର ଡିଜିଟାଲ ଚ୍ୟାନେଲରେ ବିଶ୍ବବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରସାରଣ ହୋଇଥିଲା । ଅବସର ଗ୍ରହଣ କରିସାରିଥିବା ମହାନ କ୍ରିକେଟର ସୁନୀଲ ଗାଭାସ୍କର, ମେଲାଇନ ଜୋନ୍ସ ଓ ସନ ପଲକ ଏହି କାର୍ଯ୍ୟକ୍ରମରେ ଅତିଥି ରହିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ୱାସିମ ଆକ୍ରମ, ଗ୍ରେମ ସ୍ମିଥ, ଆଲସା ହେଲି 2020 ବର୍ଷରେ ହଲ ଅଫ ଫେମରେ ସାମିଲ ହୋଇଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ