ETV Bharat / sports

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ସୋମବାର ଟିମ ଇଣ୍ଡିଆ ଘୋଷଣା - ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ

ସୋମବାର ଜାନୁଆରୀ 5ରୁ ଆରମ୍ଭ ହେବାକୁଥିବା, ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ ଓ 14ରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ଟିମ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ। ଅଧିକ ପଢନ୍ତୁ...

Teams  announced
ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ
author img

By

Published : Dec 22, 2019, 11:32 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ନୂତନ ବର୍ଷରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବ ଭାରତ । ଏନେଇ ସୋମବାର ଭାରତୀୟ ଦଳ ଘୋଷଣା ହେବାନେଇ ଜଣାପଡିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ । ସେଥିପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା ହେବ ବୋଲି ମୁଖ୍ୟ ଚୟନକର୍ତ୍ତା ସ୍ପଷ୍ଟ କରିଛନ୍ତି ।

Teams  announced
ଜଶପ୍ରୀତ ବୁମରା

ତେବେ ବର୍ତ୍ତମାନ ଏମଏସକେ ପ୍ରସାଦଙ୍କ ନେତୃତ୍ବରେ ମୁଖ୍ୟ ଚୟନକର୍ତ୍ତା କମିଟି ଏହି ଦଳ ଚୟନ କରିବ । କ୍ୟାପଟେନ ବିରାଟ କୋହଲି ଭିଡିଓ କନଫରେନ୍ସିଂ ଜରିଆରେ ଚୟନ କମିଟିରେ ସାସିଲ ହେବା ନେଇ ଆଶା କରାଯାଉଛି। ଭାରତୀୟ ଷ୍ଟାର ପେସର ଜଶପ୍ରୀତ ବୁମରା ଦଳକୁ ଫେରିବା ନେଇ ଚର୍ଚ୍ଚା ହେଉଛି।

ଶ୍ରୀଲଙ୍କା ବିପକ୍ଷରେ ଜାନୁୟାରୀ 5ରେ ପ୍ରଥମ ଟି20 ଖେଳିବ ଟିମ ଇଣ୍ଡିଆ। ଜାନୁୟାରୀ 14ରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଖେଳାଯିବ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.