ଅହମ୍ମଦାବାଦ: ଟିକା ନେଲେ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ । ମଙ୍ଗଳବାର ସକାଳୁ ଅହମ୍ମଦାବାଦର ଆପୋଲୋ ହସ୍ପିଟାଲରେ 58 ବର୍ଷୀୟ ଶାସ୍ତ୍ରୀ କୋଭିଡ-19 ଭାକସିନ୍ର ପ୍ରଥମ ଡୋଜ୍ ନେଇଛନ୍ତି ।
-
Got the first dose of COVID-19 vaccine. Thank you to the amazing medical professionals & scientists for empowering India 🇮🇳 against the pandemic.
— Ravi Shastri (@RaviShastriOfc) March 2, 2021 " class="align-text-top noRightClick twitterSection" data="
Extremely impressed with the professionalism shown by Kantaben & her team at Apollo, Ahmedabad in dealing with COVID-19 vaccination pic.twitter.com/EI29kMdoDF
">Got the first dose of COVID-19 vaccine. Thank you to the amazing medical professionals & scientists for empowering India 🇮🇳 against the pandemic.
— Ravi Shastri (@RaviShastriOfc) March 2, 2021
Extremely impressed with the professionalism shown by Kantaben & her team at Apollo, Ahmedabad in dealing with COVID-19 vaccination pic.twitter.com/EI29kMdoDFGot the first dose of COVID-19 vaccine. Thank you to the amazing medical professionals & scientists for empowering India 🇮🇳 against the pandemic.
— Ravi Shastri (@RaviShastriOfc) March 2, 2021
Extremely impressed with the professionalism shown by Kantaben & her team at Apollo, Ahmedabad in dealing with COVID-19 vaccination pic.twitter.com/EI29kMdoDF
ଟିକା ନେବା ସମୟର ଏକ ଫଟୋ ସେୟାର କରିବା ସହ ଶାସ୍ତ୍ରୀ, ମହାମାରୀ ବିରୁଦ୍ଧରେ ଅବିରତ ଲଢେଇ ଜାରି ରଖି ଭାରତକୁ ଶକ୍ତିଶାଳୀ କରାଇଥିବା ଡାକ୍ତରୀ ଟିମ ଓ ବୈଜ୍ଞାନିକଙ୍କୁ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି ।
60 ବର୍ଷରୁ ଅଧିକ, 45ରୁ 59 ବର୍ଷ ମଧ୍ୟରେ ସ୍ବତନ୍ତ୍ର ପଦାଧିକାରୀ ଲୋକଙ୍କୁ ସୋମବାର ଠାରୁ କୋଭିଡ-19 ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନ୍ୟ ରାଜନେତା ଟିକା ନେଇଛନ୍ତି ।
ଶାସ୍ତ୍ରୀ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 4ର୍ଥ ଟେଷ୍ଟ ପାଇଁ ଅଭ୍ୟାସ କରୁଥିବା ଭାରତୀୟ କ୍ରିକେଟ ଟିମ ସହ ଅଛନ୍ତି । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ 2-1ରେ ସିରିଜରେ ଆଗୁଆ ରହିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟକୁ 10 ୱିକେଟରେ ଜିତି ନେଇଥିଲା ବିରାଟବାହିନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ