ETV Bharat / sports

ଗୁରୁଗ୍ରାମରେ ଭୋଟ ଦେଲେ କୋହଲି

ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ମତଦାନ କରିଛନ୍ତି ।

author img

By

Published : May 12, 2019, 8:59 AM IST

Updated : May 12, 2019, 9:32 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ନୂଆଦିଲ୍ଲୀ : 2019 ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲୁ ରହିଛି । ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ମତଦାନ କରିଛନ୍ତି । ବିରାଟ ଗୁରୁଗ୍ରାମର ପିନେକ୍ରିଷ୍ଟ ବିଦ୍ୟାଳୟରେ ମତଦାନ କରିଛନ୍ତି । ସକାଳୁ ଭୋଟଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ବିରାଟ । ଧାଡି଼ରେ ଠିଆ ହୋଇ ଭୋଟ ଦେଇଥିଲେ । ଏହାପରେ ସମସ୍ତେ ନିଜ ମତ ସାବ୍ୟସ୍ତ କରିବାକୁ ସେ କହିଛନ୍ତି ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ ବ୍ୟୁରୋ

7ଟି ରାଜ୍ୟର 59ଟି ଆସନ ପାଇଁ ମତଦାନ ହେଉଛି । ହରିୟାଣାର ସମସ୍ତ 10 ଓ ଦିଲ୍ଲୀର ମୋଟ 7ଟି ଆସନ ପାଇଁ ମତଦାନ ଚାଲୁରହିଛି । ସେହିପରି ଉତ୍ତରପ୍ରଦେଶର 14, ମଧ୍ୟପ୍ରଦେଶର 8 ଓ ପଶ୍ଚିମବଙ୍ଗର 8 ଓ ଝାଡଖଣ୍ଡର 4ଟି ଆସନ ପାଇଁ ମତଦାନ ହେଉଛି ।

Intro:Body:

PRABIR

Conclusion:
Last Updated : May 12, 2019, 9:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.