ETV Bharat / sports

'ଭାରତ ପୁଣିଥରେ ନିଜକୁ ଶ୍ରେଷ୍ଠ ଦଳ ପ୍ରମାଣିତ କଲା' - ବାରବାଟୀ ବ୍ୟାଟେଲ

ଆମେ ମଧ୍ୟ ଶ୍ରେଷ୍ଠ ଦଳ ଓ ଆମେ ଆମର ସମସ୍ତ ପ୍ରୟାସ କରିଛୁ ବୋଲି ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରଣ ।

Team India again proved him self as best team in world: Nicolas puran
'ଭାରତ ପୁଣିଥରେ ନିଜକୁ ଶ୍ରେଷ୍ଠ ଦଳ ପ୍ରମାଣିତ କଲା'
author img

By

Published : Dec 23, 2019, 6:51 PM IST

କଟକ: କର ବା ମର ମ୍ୟାଚରେ ପରାଜୟ ହେବା ପରେ ଏମିତି କିଛି କହିଛନ୍ତି ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ । ଆମେ ମଧ୍ୟ ଶ୍ରେଷ୍ଠ ଦଳ ଓ ଆମେ ଆମର ସମସ୍ତ ପ୍ରୟାସ କରିଛୁ ବୋଲି ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରଣ ।

'ଭାରତ ପୁଣିଥରେ ନିଜକୁ ଶ୍ରେଷ୍ଠ ଦଳ ପ୍ରମାଣିତ କଲା'

ପୁରଣ କହିଛନ୍ତି, "ଟସର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଆମେ ମଧ୍ୟ ଟସ ଜିତି ବୋଲିଂ କରିବାକୁ ଚିନ୍ତା କରିଥିଲୁ । କାରଣ ଷ୍ଟାଡିୟମରେ କୁହୁଡି ଫ୍ୟାକ୍ଟର ବଡ ସମସ୍ୟା ଥିଲା । ମାତ୍ର ଆମେ ପ୍ରଥମ ବ୍ୟାଟିଂରେ ମଧ୍ୟ 315ରନର ବଡ ସ୍କୋର କରିଥିଲୁ । ଏହି ୱିକେଟରେ ଏହା ଆଶା କରାଯାଉଥିଲା । ମାତ୍ର ଶେଷ ଆଡକୁ ଆମ ବୋଲିଂର ଲାଇନ ଲେନ୍ଥ ଠିକ ରହିପାରିଲା ନାହିଁ । ଯାହା ଫଳରେ ଭାରତ ପୁଣିଥରେ ନିଜକୁ ଶ୍ରେଷ୍ଠ ଦଳ ଭାବେ ପ୍ରମାଣିତ କରିନେଲା । ଯଦିଓ ଭାରତ ଗୋଟେ ଦୃଷ୍ଟ ଦଳ । ମାତ୍ର ଆମର ବିଶ୍ବାସ ଥିଲା ଯେ, ଆମେ ଟି-20 ପରେ ଦିନିକିଆ ସିରିଜ ଜିତିପାରିଥାନ୍ତୁ । "

ଉଲ୍ଳେଖଥାଉ କି, ଡିସାଇଡର ମ୍ୟାଚରେ ବିପକ୍ଷ ଇଣ୍ଡିଜକୁ 4 ୱିକେଟରେ ମାତ ଦେଇଛି ବିରାଟ ବାହିନୀ । ଘରୋଇ ଦିନିକିଆ ସିରିକୁ 2-1ରେ ଜିତି ନେଇଛି ଟିମ ଇଣ୍ଡିଆ । ଗେମ ଚେଞ୍ଜର ସାଜିଥିବା କ୍ୟାପ୍ଟେନ କୋହଲିଙ୍କୁ ମିଳିଛି ମ୍ୟାନ ଅଫ ଦ ମ୍ୟାଚ ।

Intro:Body:

INDvsWI : हमारी कोशिश थी 330 करने की - निकोलस पूरन

हैदराबाद : भारत और विंडीज के बीच खेली गई तीन वनडे मैचों की सीरीज का आखिरी और निर्णनायक मुकाबला कटक के बाराबाती स्टेडियम में खेला गया जिसमें भारत ने 4 विकटों से जीत हासिल कर वनडे सीरीज भी अपने नाम की. इस मैच के मैन ऑफ दा मैच रहे विराट कोहली और मैन ऑफ दी सीरीज रहे रोहित शर्मा. 

मैच के बाद प्रेस कॉनफ्रेंस में विंडीज बल्लेबाज निकोलल पूरन ने बताया कि उनकी टीम को टी-20 और वनडे सीरीज दोनों ही जीतनी चाहिए थी. 

भारत के खिलाफ 315 रन के टोटल पर पूरन ने कहा, "मुझे लगता है कि 315 रन एक अच्छा स्कोर है हमारी कोशिश थी 330 की. हमारे पास पार्टनरशिप भी थी जो इस स्कोर को टारगेट तक ले जा सकती थी लेकिन हम खुश हैं कि हमने 315 रन किए और मुझे लगता है कि इस विकेट पर ये टोटल काफी अच्छा था."

पोलार्ड के साथ पार्टनरशिप पर पूरन ने कहा, "वो मेरे बड़े भाई जैसे हैं उन्होंने मुझे मौके दिए हैं जब से मैंने अंतरराष्ट्रीय क्रिकेट खेलना शुरू किया. हम काफी अच्छे दोस्त भी हैं. हम एक दूसरे के साथ खेलते हुए काफी अच्छा  परफॉर्म करते हैं हम विंडीज में एक ही क्लब, एक ही फेंचाइजीं से भी खेलते हैं. हम एक दूसरे के साथ अच्छा तालमेल बैठा पाते हैं."

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.