କୋଲକତା: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆଜି 2 ମ୍ୟାଚ ଖେଳୁଛି ଟିମ୍ ଓଡିଶା । ତେବେ ଯାଦବପୁର ୟୁନିର୍ଭସିଟି କ୍ୟାମ୍ପସରେ ଓଡିଶା ପ୍ରଥମେ ଟସ୍ ଜିତି ହାଇଦ୍ରାବାଦ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଇଛି ।
-
Odisha - Playing XI #ODIvHYD #SyedMushtaqAliT20 pic.twitter.com/koIYLwqjU6
— BCCI Domestic (@BCCIdomestic) January 12, 2021 " class="align-text-top noRightClick twitterSection" data="
">Odisha - Playing XI #ODIvHYD #SyedMushtaqAliT20 pic.twitter.com/koIYLwqjU6
— BCCI Domestic (@BCCIdomestic) January 12, 2021Odisha - Playing XI #ODIvHYD #SyedMushtaqAliT20 pic.twitter.com/koIYLwqjU6
— BCCI Domestic (@BCCIdomestic) January 12, 2021
ଶୁଭ୍ରାଂଶୁ ବାହିନୀ 1ମ ମ୍ୟାଚରେ ବେଙ୍ଗଲ ଠାରୁ ପରାସ୍ତ ହୋଇଥିଲା । ତେବେ ଆଜି ଦଳ 1ମ ବିଜୟ ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି ।
-
Hyderabad - Playing XI #ODIvHYD #SyedMushtaqAliT20 pic.twitter.com/ZIBMHmmrCs
— BCCI Domestic (@BCCIdomestic) January 12, 2021 " class="align-text-top noRightClick twitterSection" data="
">Hyderabad - Playing XI #ODIvHYD #SyedMushtaqAliT20 pic.twitter.com/ZIBMHmmrCs
— BCCI Domestic (@BCCIdomestic) January 12, 2021Hyderabad - Playing XI #ODIvHYD #SyedMushtaqAliT20 pic.twitter.com/ZIBMHmmrCs
— BCCI Domestic (@BCCIdomestic) January 12, 2021
ଓଡିଶା ସମେତ ବେଙ୍ଗଲ, ଝାଡଖଣ୍ଡ, ତାମିଲନାଡୁ, ଆସାମ, ହାଇଦ୍ରାବାଦ ଏଲିଟ ଗ୍ରୁପ ବି ରେ ରହିଛନ୍ତି ।
ସୂଚନାଥାଉକି, ଗତ ରବିବାର ଟସ ଜିତି ବେଙ୍ଗଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ, ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ 20 ଓଭରରେ ବେଙ୍ଗଳ ସାମ୍ନାରେ ମାତ୍ର 114 ରନର ବିଜୟ ଲକ୍ଷ୍ୟ ରଖିଥିଲା ଓଡିଶା । ବେଙ୍ଗଲ ଅତି ସହଜରେ 9 ଓ୍ବିକେଟରେ ମ୍ୟାଚ ଜିଣି ନେଇଥିଲା ।