ETV Bharat / sports

ଓଡିଶା ବନାମ ତାମିଲନାଡୁ:ତାମିଲନାଡୁକୁ 133ରନର ଟାର୍ଗେଟ ଦେଲା ଓଡିଶା

ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଆଜି ତାମିଲନାଡୁ ବିପକ୍ଷରେ ଟସ୍‌ ଜିତି ଟିମ୍‌ ଓଡିଶା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ବିପ୍ଲବଙ୍କ ନେତୃତ୍ବରେ ଦଳ ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ 132ରନ୍‌ ସଂଗ୍ରହ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Jan 14, 2021, 2:05 PM IST

ଓଡିଶା ବନାମ ତାମିଲନାଡୁ:ତାମିଲନାଡୁକୁ 133ରନର ଟାର୍ଗେଟ ଦେଲା ଓଡିଶା
ଓଡିଶା ବନାମ ତାମିଲନାଡୁ:ତାମିଲନାଡୁକୁ 133ରନର ଟାର୍ଗେଟ ଦେଲା ଓଡିଶା

କୋଲକାତା: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆଜି ଓଡିଶା ପ୍ରଥମ ବିଜୟ ସନ୍ଧାନରେ ଗ୍ରାଉଣ୍ଡକୁ ଓହ୍ଲାଇଛି । ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଆଜି ତାମିଲନାଡୁ ବିପକ୍ଷରେ ଟସ୍‌ ଜିତି ଟିମ୍‌ ଓଡିଶା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ବିପ୍ଲବଙ୍କ ନେତୃତ୍ବରେ ଦଳ ନିର୍ଦ୍ଧାରିତ ଓଭରରେ 9 ଓ୍ବିକେଟ ହରାଇ 132ରନ୍‌ ସଂଗ୍ରହ କରିଛି ।

ସୂଚନାଥାଉକି, ଶୁଭ୍ରାଂସୁ ସେନାପତି ନେତୃତ୍ବରୁ ଓହରି ଯାଇଥିବାରୁ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇଛି ଟିମ ଓଡିଶା ।

ତେବେ ଆଜି ଦଳ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ 23ରନ୍‌ କରିଥିବାବେଳେ ରାଜେଶ 22,ଶୁଭ୍ରାଂସୁ 20, ଗୌରଭ 19, ସର୍ବେଶ୍ବର 16, ଗୋବିନ୍ଦ 8, ବିପ୍ଲବ 7, ଅଙ୍କିତ 4, ରାଜେଶ ମହାନ୍ତି4 ଓ ଅଙ୍କିତକର 2* ରନ୍‌ ସଂଗ୍ରହ କରିଛନ୍ତି ।

ତେବେ ତାମିଲନାଡୁ ପକ୍ଷରୁ ମୁରଗନ ସର୍ବାଧିକ 3ଟି ଓ୍ବିକେଟ ହାତେଇଥିବାବେଳେ ଏମ ମହମ୍ମଦ ଓ ଅଶ୍ବିନ 2ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିପରି ସନ୍ଦୀପ ଓ ସାଇ କିଶୋର ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.