ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି: ଟସ୍‌ ଜିତି ବେଙ୍ଗଲର ବୋଲିଂ ନିଷ୍ପତ୍ତି

ଏଲିଟ ଗ୍ରୁପ ବିରେ ଥିବା ଓଡିଶା ଦଳ ଏହି ସିରିଜର ପ୍ରଥମ ମ୍ୟାଚ ବେଙ୍ଗଲ ବିପକ୍ଷରେ ଖେଳୁଛି । ତେବେ ପ୍ରଥମେ ଟସ୍‌ ଜିତି ବେଙ୍ଗଲ ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Jan 10, 2021, 1:11 PM IST

ସୟଦ ମୁସ୍ତାକ ଅଲୀ ଟ୍ରଫି: ଟସ୍‌ ଜିତି ବେଙ୍ଗଲର ବୋଲିଂ ନିଷ୍ପତ୍ତି
ସୟଦ ମୁସ୍ତାକ ଅଲୀ ଟ୍ରଫି: ଟସ୍‌ ଜିତି ବେଙ୍ଗଲର ବୋଲିଂ ନିଷ୍ପତ୍ତି

କୋଲକାତା: ଆଜି ଠାରୁ ଆରମ୍ଭ ହୋଇଯାଇଛି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି । ଏଲିଟ ଗ୍ରୁପ ବିରେ ଥିବା ଓଡିଶା ଦଳ ଏହି ସିରିଜର ପ୍ରଥମ ମ୍ୟାଚ ବେଙ୍ଗଲ ବିପକ୍ଷରେ ଖେଳୁଛି । ତେବେ ଯାଦବପୁର ୟୁନିର୍ଭସିଟି କ୍ୟାମ୍ପସରେ ପ୍ରଥମେ ଟସ୍‌ ଜିତି ବେଙ୍ଗଲ ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

ଆରମ୍ଭରୁ ହିଁ ଓଡିଶା ବ୍ୟାଟିଂ ଅର୍ଡର ଭୁଷିଡି ପଡିଛି । 12 ଓଭରରେ 5 ଓ୍ବିକେଟ ହରାଇ 69ରନ୍‌ କରିଛି ଓଡିଶା ।

ମ୍ୟାଚ ପୂର୍ବରୁ ଇଡେନ ଗାର୍ଡେନରେ ଝାଳ ବୁହାଇଥିଲା ଶୁଭ୍ରାଂଶୁ ବାହିନୀ।

ଓଡିଶା, ବେଙ୍ଗଲ, ଝାଡଖଣ୍ଡ, ତାମିଲନାଡୁ, ଆସାମ, ହାଇଦ୍ରାବାଦ ସହ ଏଲିଟ ଗ୍ରୁପ ବି ରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.