ନାଗପୁର: କ୍ରିକେଟ ମଇଦାନରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶରଦ ବୋବଡେ । ରବିବାର ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ, ନାଗପୁରରେ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ।
![Supreme Court Chief Justice Sharad Bobade batted at VCA ground in Nagpur](https://etvbharatimages.akamaized.net/etvbharat/prod-images/mh-ngp-cricket-photo-cji-7204321_31012021153254_3101f_1612087374_438.jpg)
ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ବୋବଡେ ବ୍ୟାଟିଂ କରିବା ସହ 13 ରନ ସଂଗ୍ରହ କରିଥିଲେ । କୋର୍ଟ ବାର ଆସୋସିଏସନ ପକ୍ଷରୁ ଏହି ମ୍ୟାଚ ଆୟୋଜନ ହୋଇଥିଲା ।
![Supreme Court Chief Justice Sharad Bobade batted at VCA ground in Nagpur](https://etvbharatimages.akamaized.net/etvbharat/prod-images/mh-ngp-cricket-photo-cji-7204321_31012021153254_3101f_1612087374_1079.jpg)
![Supreme Court Chief Justice Sharad Bobade batted at VCA ground in Nagpur](https://etvbharatimages.akamaized.net/etvbharat/prod-images/mh-ngp-cricket-photo-cji-7204321_31012021153254_3101f_1612087374_614.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ