ETV Bharat / sports

ଆଇପିଏଲ ମ୍ୟାଚ-30: ଟସ ଜିତି ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ହାଇଦ୍ରାବାଦ ଦଳ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 14, 2019, 8:08 PM IST

ହାଇଦ୍ରାବାଦ: ଆଜିର 2ୟ ମ୍ୟାଚର ତଥା ଆଇପିଏଲର 30ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ରାଜୀବଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ତେବେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ହାଇଦ୍ରାବାଦ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ହାଇଦ୍ରାବାଦ ତାର ଶେଷ 3ଟି ମ୍ୟାଚରେ ପରାଜୟର ମୁହଁ ଦେଖି ସାରିଥିବାବେଳେ ଦିଲ୍ଲୀ ଶେଷ ମ୍ୟାଚରେ କେକେଆରକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇ ଫେରିଛି । ସେହିପରି ଦୁଇ ଟିମ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ତାର ଘରୋଇ ଗ୍ରାଉଣ୍ଡରେ 5 ୱିକେଟରେ ମାତ ଦେଇଥିଲା । ତେଣୁ ଆଜି ଦିଲ୍ଲୀ ସେହି ହାରର ପ୍ରତିଶୋଧ ନେବା ଲକ୍ଷ୍ୟରେ ହାଇଦ୍ରାବାଦ ଗ୍ରାଉଣ୍ଡକୁ ଓହ୍ଲାଇବ ।

ହାଇଦ୍ରାବାଦ ଏକାଦଶ: କେନ ଉଇଲିୟମସନ, ଡେଭିଡ ୱାରନର, ଜୋନି ବେୟାରିଷ୍ଟୋ, ବିଜୟ ଶଙ୍କର, ରିକି ଭୁଇ, ଦୀପକ ହୁଡ୍ଡା, ଅଭିଶେକ ଶର୍ମା, ରଶିଦ ଖାନ, ଭୁବନେଶ୍ବର କୁମାର, ଖଲିଲୀ ଅହମ୍ମଦ, ସନଦୀପ ଶର୍ମା

ଦିଲ୍ଲୀ ଏକାଦଶ: ପୃଥ୍ବୀ ଶ, ଶିଖର ଧୱନ, ଶ୍ରେୟଷ ଆୟାର,ଋଷବ ପନ୍ତ, କୋଲିନ ମୁନରୋ, କ୍ରିସ ମୋରିସ, ଅକ୍ସର ପଟେଲ, କିମୋ ପାଉଲ, ଅମିତ ମିଶ୍ରା, କାସିଗୋ ରବାଡା, ଇଶାନ୍ତ ଶର୍ମା

Intro:Body:

DFVDVFFVBGFB

Conclusion:

For All Latest Updates

TAGGED:

ipldcsrhtoss
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.