ETV Bharat / sports

ଭାରତୀୟ ଫ୍ୟାନ୍ସଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସ୍ମିଥ

author img

By

Published : Oct 27, 2019, 12:18 PM IST

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ତେବେ ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟର ନିଜର ଭାରତୀୟ ଫ୍ୟାନ୍ସଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାଁନ୍ତି ।

ସ୍ମିଥ

କାନବେରା: କଙ୍ଗାରୁ ଦଳର ଷ୍ଟାର କ୍ରିକେଟର ଷ୍ଟିଭ ସ୍ମିଥ ନିଜର ସୋସିଆଲ ମିଡିଆରେ ନିଜର ଭାରତୀୟ ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ଭାରତ 2ୟ ଘର ପରି ଲାଗେ । ଭାରତରେ ତାଙ୍କର ଫ୍ୟାନ୍ସ ମଧ୍ୟ ବହୁତ ଅଛନ୍ତି ।

ତେବେ ଆଜି ଦୀପାବଳି ଅବସରରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ରିକେଟର ସ୍ମିଥ ଫଟୋ ସେୟାର କରି ଲେଖିଛନ୍ତି ଯେ, ମୋର ସମସ୍ତ ଭାରତୀୟ ବନ୍ଧୁଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା ।

diwali
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ steve_smith49

ସୂଚନାଥାଉକି, ସ୍ମିଥ ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତ ଗସ୍ତରେ ଯିବାକୁ ବହୁତ ଭଲ ଲାଗେ । ଭାରତ ମୋର 2ୟ ଘର । ଭାରତକୁ ବହୁତ ଭଲ ପାଏ । ସେଠାରେ ଅଧିକଦିନ ମଧ୍ୟ ରହିପାରିବି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.