ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ସିଂହଳ ପେସର ଧାମିକା ପ୍ରସାଦଙ୍କ ସନ୍ୟାସ

author img

By

Published : Feb 19, 2021, 5:09 PM IST

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ସିଂହଳ ପେସର ଧାମିକା ପ୍ରସାଦ । ଅଧିକ ପଢନ୍ତୁ...

Sri Lanka's Dhammika Prasad retires from international cricket
ଅନ୍ତର୍ଜାତୀୟ କ୍ରିକେଟରୁ ସିଂହଳ ପେସର ଧାମିକା ପ୍ରସାଦଙ୍କ ସନ୍ୟାସ

କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ସିଂହଳ ପେସର ଧାମିକା ପ୍ରସାଦ । ପ୍ରସାଦ ଶ୍ରୀଲଙ୍କା ପାଇଁ 25ଟି ଟେଷ୍ଟ, 24ଟି ଏକଦିବସୀୟ ଓ ଗୋଟିଏ ଟି20 ମ୍ୟାଚ ଖେଳିଛନ୍ତି ।

Sri Lanka's Dhammika Prasad retires from international cricket
ଧାମିକା ପ୍ରସାଦ

ଟେଷ୍ଟରେ 35.97 ହାରରେ 75 ୱିକେଟ, ଦିନିକିଆରେ 30.53 ହାରରେ 32 ୱିକେଟ ନିଜ ନାମରେ କରିଛନ୍ତି ।

ପ୍ରସାଦ ନିଜର ଅନ୍ୟର୍ଜାତୀ କ୍ୟାରିୟରର ଆରମ୍ଭ ବର୍ଷ 2006ରେ ବାଂଲାଦେଶ ବିପକ୍ଷରେ କରିଥିଲେ ।

37 ବର୍ଷୀୟ ପ୍ରସାଦ, ଭାରତ ବିପକ୍ଷରେ 2008ରେ ଟେଷ୍ଟ ପଦାର୍ପଣ କରିଥିଲେ ଓ ତାଙ୍କର ଶେଷ ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଏହାପରେ କାନ୍ଧରେ ଆଘାତ ପରେ ଅନ୍ତର୍ଜାତୀୟ କ୍ରିକେଟରୁ କମବ୍ୟାକ କରିପାରିନଥିଲେ ।

ଅବସରକାଳୀନ ବାର୍ତ୍ତାରେ ପ୍ରସାଦ କହିଛନ୍ତି, "ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ କହିବାର ଏହା ସଠିକ୍‌ ସମୟ କାରମ ଯୁବ ଖେଳାଳିଙ୍କୁ ଅଧିକ ମୌକା ମିଳିପାରିବ । ତେବେ ଘରୋଇ କ୍ରିକେଟ ଖେଳିବା ଜାରି ରଖିବାକୁ ନିଷ୍ପତ୍ତି କରିଛି । 19 ବର୍ଷ ଧରି ଖେଳିସାରିଛି ଓ ସର୍ବଶ୍ରେଷ୍ଠ ଦେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.