ETV Bharat / sports

ଗଭର୍ଣ୍ଣର ହେବାକୁ ଶ୍ରୀଲଙ୍କା ସ୍ପିନର ମୁରଲୀଧରନଙ୍କୁ ନିମନ୍ତ୍ରଣ - srilanka crickter news

ବିଶ୍ବର ମହାନ ସ୍ପିନର ମୁଥୈୟା ମୁରଲୀଧରନ ଆରମ୍ଭ କରିବେ ନୂଆ ଇନିଂସ ।  ଉତ୍ତରପ୍ରାନ୍ତୀୟ ଗଭର୍ଣ୍ଣର ହେବାକୁ ମୁରଲୀଧରଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ।

Muttiah Muralitharan,cricket
cricket
author img

By

Published : Nov 28, 2019, 11:49 AM IST

କଲମ୍ବୋ: ଖେଳ ପଡିଆ ପରେ ଏବେ ରାଜନୀତିରେ ପାଦ ଥାପି ପାରନ୍ତି ବିଶ୍ବର ମହାନ ସ୍ପିନର ମୁଥୈୟା ମୁରଲୀଧରନ । ଉତ୍ତରପ୍ରାନ୍ତୀୟ ଗଭର୍ଣ୍ଣର ହେବାକୁ ଶ୍ରୀଲଙ୍କାର ମହାନ୍‌ ସ୍ପିନର ମୁରଲୀଧରନଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ତେବେ ଏହି ପଦ ପାଇଁ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତି ମୁରଲୀଧରନଙ୍କୁ ନିମନ୍ତ୍ରଣ କରିଛନ୍ତି । ସୂଚନାଥାଉକି, ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତୀୟ କ୍ଷେତ୍ରରେ ବହୁ ସଂଖ୍ୟାରେ ତାମିଲ ଲୋକ ବସବାସ କରନ୍ତି ।

ସୂଚନାଥାଉକି, 47ବର୍ଷୀୟ ମୁରଲୀଧରନ 133ଟେଷ୍ଟ କ୍ରିକେଟରେ ସର୍ବାଧିକ 800 ଓ୍ବିକେଟ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି । ସେ 2010ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଏପଟେ ଦିନିକିଆ ମ୍ୟାଚରେ 350 ମ୍ୟାଚ ଖେଳି 534 ଓ୍ବିକେଟ ନେଇଥିବାବେଳେ 12ଟି-20 ମ୍ୟାଚ ଖେଳି 13ଟି ଓ୍ବିକେଟ ହାସଲ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.