ETV Bharat / sports

ବିଶ୍ବକପ: ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା

ଆଜି ବିଶ୍ବକପର 27ତମ ମୁକାବିଲାରେ ଘରୋଇ ଇଂଲଣ୍ଡକୁ ଭେଟୁଛି ଶ୍ରୀଲଙ୍କା। ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 21, 2019, 3:22 PM IST

ଲଣ୍ଡନ: ଆଜି ବିଶ୍ବକପର 27ତମ ମୁକାବିଲାରେ ଘରୋଇ ଇଂଲଣ୍ଡକୁ ଭେଟୁଛି ଶ୍ରୀଲଙ୍କା। ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଭାରତୀୟ ସମୟ 3ଟାରେ ଆରମ୍ଭ ହୋଇଛି ଏମି ମ୍ୟାଚ । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିଥିବା ଲଙ୍କା ଦଳକୁ ଆଗାମୀ 4ଟି ମ୍ୟାଚରୁ 4ଟି ଯାକରେ ବିଜୟ ହାସଲ କରିବାକୁ ପଡିବ ।

କାରଣ 5ଟି ମ୍ୟାଚରୁ ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଦୁଇଟି ବିନା ଫଳାଫଳ ସହ ପଏଣ୍ଟ ଟେବୁଲର 5ମ ସ୍ଥାନରେ ରହିଛି ଦଳ । ଫଳରେ ସେମିଫାଇନାଲ ରେସରେ ତିଷ୍ଠି ରହିବା ପାଇଁ ଦଳକୁ ଆଗାମୀ ସମସ୍ତ ମ୍ୟାଚ ଜିତିବା ଅପରିହାର୍ଯ୍ୟ ହୋଇ ପଡିଛି । ତେବେ ଆଜି ଶ୍ରୀଲଙ୍କା ଦଳରେ ଦୁଇଟି ପରିବର୍ତ୍ତନ ହୋଇଥିବା ଅଧିନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ସମାନ ଦଳ ସହ ପଡିଆକୁ ଓହ୍ଲାଇଛି ଇଂଲଣ୍ଡ ।

Sri Lanka
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଇଂଲଣ୍ଡ ଏକାଦଶ: ଇୟନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଆଦିଲ ରସିଦ, ଜୋ ରୁଟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌ ।

ଶ୍ରୀଲଙ୍କା ଏକାଦଶ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଧନଞ୍ଜୟ ଡି ସିଲଭା, ନୂଆନ ପ୍ରଦୀପ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଲସିଥ୍‌ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁଶଲ ମେଣ୍ଡିସ୍‌, ଜୀବନ ମେଣ୍ଡିସ୍‌, କୁଶଲ ପେରେରା, ଥିସାରା ପେରେରା, ଇସୁରୁ ଉଡାନା ।

Intro:Body:

blank 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.