ETV Bharat / sports

ଆଇପିଏଲ୍ 2020: ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 8, 2020, 8:15 PM IST

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ।

ଆଇପିଏଲ୍ 2020: ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି
ଆଇପିଏଲ୍ 2020: ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13ତମ ସଂସ୍କରଣର 22ତମ ମ୍ୟାଚ । କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ।

ହାଇଦ୍ରାବାଦ ଗୋଟିଏ ପରିବର୍ତ୍ତନ କରିଥିବାବେଳେ ପଞ୍ଜାବ ତିନୋଟି ପରିବର୍ତ୍ତନ କରିଛି । ସିଦ୍ଧାର୍ଥ କୌଲଙ୍କ ସ୍ଥାନରେ ହାଇଦ୍ରାବାଦ ଖଲିଲ ଅହମ୍ମଦଙ୍କୁ ସୁଯୋଗ ଦେଇଥିବାବେଳେ ପଞ୍ଜାବରେ ସିମରନ ସିଂ, ଅର୍ଶଦୀପ ଏବଂ ମୁଜିବଙ୍କୁ କ୍ରିସ ଜୋର୍ଡାନ, ସରଫରାଜ ଖାନ ଏବଂ ହରପ୍ରୀତ ବ୍ରାରଙ୍କ ସ୍ଥାନରେ ନେଇଛି ହାଇଦ୍ରାବଦ ।

କିଙ୍ଗସ ଏକାଦଶ ପଞ୍ଜାବ କେବଳ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ଏବଂ ଦୁଇଟି ବିଜୟ ସହ ସନରାଇଜର୍ସ ହାଇଦ୍ରାବାଦ ଷଷ୍ଠ ସ୍ଥାନରେ ରହିଛି । ଶେଷ ମ୍ୟାଚରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା, ଏଭଳି ପରିସ୍ଥିତିରେ ଉଭୟଙ୍କ ବିଜୟ ଟ୍ରାକକୁ ଫେରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ସନରାଇଜର୍ସ ହାଇଦ୍ରାବାଦ ଏକାଦଶ- ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ ୱିଲିୟମସନ, ପ୍ରିୟ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସମାଦ, ରସିଦ ଖାନ, ସନ୍ଦୀପ ଶର୍ମା, ଖ ଖାଲିଲ ଅହମ୍ମଦ, ଟି ନାଟାରାଜନ ।

କିଙ୍ଗସ ଏକାଦଶ ପଞ୍ଜାବ ଏକାଦଶ- କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ମନଦୀପ ସିଂ, ନିକୋଲାସ ପୁରଣ, ସିମରନ ସିଂ, ଗ୍ଲେନ ମ୍ୟାକ୍ସୱେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ମୁଜିବ ଉର ରେହମାନ, ମହମ୍ମଦ ଶାମି, ଶେଲ୍ଡନ କଟ୍ରେଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.